Tapu Mishra - Ruhana Aau Dure (From "Tu Kahibu Na Mu") - translation of the lyrics into German




Ruhana Aau Dure (From "Tu Kahibu Na Mu")
Bleib nicht mehr fern (Aus "Tu Kahibu Na Mu")
ରହନା, ରହନା ଆଉ ତୁ ଦୁରେ ସାଥିରେ
Bleib nicht, bleib nicht mehr fern, oh mein Gefährte
ହାଏରେ-ହାଏରେ ତରଳି ଯାଏରେ, ମିଳେଇ ଯାଏରେ
Ach, ach, ich schmelze dahin, ich löse mich auf
ରାତି ଆସିଛି ଥରେ ସାଥିରେ
Diese Nacht ist nur einmal gekommen, oh mein Gefährte
ହାଏରେ-ହାଏରେ ଜଳି ମୁଁ ଯାଏରେ ଏଇ ତୋ ଛୁଆଁରେ
Ach, ach, ich verbrenne in deiner Berührung
ଏଇ ଛୁଆଁ ସାରାରାତି ଜାଳୁଥାଉ
Lass diese Berührung die ganze Nacht brennen
ଦୁଇ ଦେହ ଲୁଚକାଳି ଖେଳୁଥାଉ
Lass unsere zwei Körper Verstecken spielen
ଏମିତିକା ହୁଏ ବୋଧେ ଏମିତି ବୟସରେ
Vielleicht geschieht es so in diesem Alter
ରହନା, ରହନା ଆଉ ତୁ ଦୁରେ ସାଥିରେ
Bleib nicht, bleib nicht mehr fern, oh mein Gefährte
ହାଏରେ-ହାଏରେ ତରଳି ଯାଏରେ, ମିଳେଇ ଯାଏରେ
Ach, ach, ich schmelze dahin, ich löse mich auf
ଦାହ ବନ୍ଧନେ ସବୁ ବନ୍ଧନ ଦେ ଫିଟେଇ ତୁ
Im Band des Verlangens, löse du alle Fesseln
ନିଜ ଉପରୁ ନିଜର କାବୁ ଦେଲି ହଜେଇ ମୁଁ
Über mich selbst verlor ich die Kontrolle
ହାରିଗଲି, ହାରିଗଲି ତୋ ପାଖରେ
Ich habe verloren, ich habe verloren bei dir
ହଜିଗଲି, ହଜିଗଲି ତୋ ଭିତରେ
Ich habe mich verloren, ich habe mich verloren in dir
ସମୟଟା ଚାଲୁଥାଉ ଏମିତି ଧୀରେ-ଧୀରେ
Lass die Zeit so langsam, langsam vergehen
ରହନା ଆଉ ତୁ ଦୁରେ ସାଥିରେ
Bleib nicht mehr fern, oh mein Gefährte
ହାଏରେ-ହାଏରେ ତରଳି ଯାଏରେ, ମିଳେଇ ଯାଏରେ
Ach, ach, ich schmelze dahin, ich löse mich auf
ପ୍ରଥମଥର ଆଖିରେ ତୋର ଲାଜ ଦେଖୁଚି ମୁଁ
Zum ersten Mal sehe ich Schüchternheit in deinen Augen
ଲିଭିବ ଲାଜ, ଆଲୁଅ ଟିକେ ଦେ ଲିଭେଇ ତୁ
Die Schüchternheit wird vergehen, dimme du das Licht ein wenig
ଥାଏ ମଜା ଅଧା-ଅଧା ଅନ୍ଧାରରେ
Es macht Spaß im Halbdunkel
ଆସ ଯିବା ମହୁନଈ ଧାରେ-ଧାରେ
Komm, lass uns am Ufer des Honigflusses entlanggehen
ନଈ ଧାରେ ଶୋଷ ମୋର ବଢୁଛି ଧୀରେ-ଧୀରେ
Am Flussufer wächst mein Durst langsam, langsam
ରହନା, ରହନା ଆଉ ତୁ ଦୁରେ ସାଥିରେ
Bleib nicht, bleib nicht mehr fern, oh mein Gefährte
ହାଏରେ-ହାଏରେ ତରଳି ଯାଏରେ, ମିଳେଇ ଯାଏରେ
Ach, ach, ich schmelze dahin, ich löse mich auf
ରାତି ଆସିଛି ଥରେ ସାଥିରେ
Diese Nacht ist nur einmal gekommen, oh mein Gefährte
ହାଏରେ-ହାଏରେ ଜଳି ମୁଁ ଯାଏରେ ଏଇ ତୋ ଛୁଆଁରେ
Ach, ach, ich verbrenne in deiner Berührung






Attention! Feel free to leave feedback.