Humane Sagar feat. Chunmoon - Baby Title Track (From "Baby") - translation of the lyrics into Russian

Lyrics and translation Humane Sagar feat. Chunmoon - Baby Title Track (From "Baby")




ଲରେ-ଲାପା, ଲାରେ-ଲାପା, ଲାରେ-ଲାପା
ଲରେ-ଲାପା, ଲାରେ-ଲାପା, ଲାରେ-ଲାପା
ଦୁନିଆଁରେ ସବୁଠାରୁ ଭଲ ମୋ ବାପା
ଦୁନିଆଁରେ ସବୁଠାରୁ ଭଲ ମୋ ବାପା
ଲରେ-ଲାପା, ଲାରେ-ଲାପା, ଲାରେ-ଲାପା
ଲରେ-ଲାପା, ଲାରେ-ଲାପା, ଲାରେ-ଲାପା
ଦୁନିଆଁରେ ସବୁଠାରୁ ଭଲ ମୋ ବାପା
ଦୁନିଆଁରେ ସବୁଠାରୁ ଭଲ ମୋ ବାପା
ତମ ଚାରିପାଖରେ ମୁଁ ବୁଲି ଆସିଲେ
ତମ ଚାରିପାଖରେ ମୁଁ ବୁଲି ଆସିଲେ
ଦୁନିଆଁଟା ବୁଲିଯିବି
ଦୁନିଆଁଟା ବୁଲିଯିବି
Baby ମୁଁ baby, ମୁଁ ତମ baby, ମୁଁ ତମ ଗେଲ୍ହା baby
Детка, детка, детка, детка, детка
Baby ମୁଁ baby, ମୁଁ ତମ baby, ମୁଁ ତମ ଗେଲ୍ହା baby
Детка, детка, детка, детка, детка
ଡିଙ୍ଗ୍-ଡଙ୍ଗ୍, ଡୁବି-ଡୁବି, ଡୁବି-ଡୁବି
ଡିଙ୍ଗ୍-ଡଙ୍ଗ୍, ଡୁବି-ଡୁବି, ଡୁବି-ଡୁବି
ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ
ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ
ଡିଙ୍ଗ୍-ଡଙ୍ଗ୍, ଡୁବି-ଡୁବି, ଡୁବି-ଡୁବି
ଡିଙ୍ଗ୍-ଡଙ୍ଗ୍, ଡୁବି-ଡୁବି, ଡୁବି-ଡୁବି
ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ
ତୁ ମୋ ଦୁନିଆଁ, ତୁ ମୋ ପୃଥିବୀ
ତୋ ପାଦରେ କଣ୍ଟା ଫୁଟିବା ଆଗରୁ
ତୋ ପାଦରେ କଣ୍ଟା ଫୁଟିବା ଆଗରୁ
ମୁଁ ପାଦ ପକେଇ ଦେବି
ମୁଁ ପାଦ ପକେଇ ଦେବି
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby
Детка, детка, детка, детка, детка
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby
Детка, детка, детка, детка, детка
Baby, ମୁଁ ଏଇଠି baby
Детка, детка
ରୁଷି ଥିଲେ ଆସି ତମ ମୁହଁ ଦେଖି
ରୁଷି ଥିଲେ ଆସି ତମ ମୁହଁ ଦେଖି
ତମ ମୁହଁ ଦେଖି-ଦେଖି ଖୋଲେ ମୁଁ ଆଖି
ତମ ମୁହଁ ଦେଖି-ଦେଖି ଖୋଲେ ମୁଁ ଆଖି
ଆଖି ସିନା ତୋର ହେଲେ ସପନ ମୋର
ଆଖି ସିନା ତୋର ହେଲେ ସପନ ମୋର
ଦେହ ସିନା ତୋର ହେଲେ ଜୀବନ ମୋର
ଦେହ ସିନା ତୋର ହେଲେ ଜୀବନ ମୋର
ହେ, ରୁମ୍-ଝୁମ୍, ରୁମ୍-ଝୁମ୍, ରୁମୁକୁ-ଝୁମା
ହେ, ରୁମ୍-ଝୁମ୍, ରୁମ୍-ଝୁମ୍, ରୁମୁକୁ-ଝୁମା
ଗାଲ ମୋର ଖୋଜେ ନୀତି ତମରି ଚୁମା
ଗାଲ ମୋର ଖୋଜେ ନୀତି ତମରି ଚୁମା
ଗାଲ ମୋର ଖୋଜେ ନୀତି ତମରି ଚୁମା
ଗାଲ ମୋର ଖୋଜେ ନୀତି ତମରି ଚୁମା
ରୁମ୍-ଝୁମ୍, ରୁମ୍-ଝୁମ୍, ରୁମୁକୁ-ଝୁମା
ରୁମ୍-ଝୁମ୍, ରୁମ୍-ଝୁମ୍, ରୁମୁକୁ-ଝୁମା
ହଁ, ତତେ ଛାଡି କହ କେମିତି ବଞ୍ଚିବି
ହଁ, ତତେ ଛାଡି କହ କେମିତି ବଞ୍ଚିବି
କୁଆଡେ ମୁଁ ଆଉ ଯିବି
କୁଆଡେ ମୁଁ ଆଉ ଯିବି
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby
Детка, детка, детка, детка, детка
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby
Детка, детка, детка, детка, детка
Baby I love you baby
Детка я люблю тебя детка
ହୋ ପାରିବେନି କେବେ କେହି ଅଲଗା କରି
ହୋ ପାରିବେନି କେବେ କେହି ଅଲଗା କରି
ତୋ ସାଥିରେ ବନ୍ଧା ମୋର ଜୀବନ ଡୋରି
ତୋ ସାଥିରେ ବନ୍ଧା ମୋର ଜୀବନ ଡୋରି
ତମେ ମୋର ଦେବୀ ପୁଣି ମୋ ବାପା-ମା
ତମେ ମୋର ଦେବୀ ପୁଣି ମୋ ବାପା-ମା
ତମ ପାଇଁ ହସେ ମୋର ଟିକି ଦୁନିଆଁ
ତମ ପାଇଁ ହସେ ମୋର ଟିକି ଦୁନିଆଁ
ତାକ୍-ତୁନା, ତାକ୍-ତୁନା ତୁମ୍-ତାନାନା
ତାକ୍-ତୁନା, ତାକ୍-ତୁନା ତୁମ୍-ତାନାନା
ସାତ ରଜାର ତୁ ସାତ ସିନ୍ଧୁକ ସୁନା
ସାତ ରଜାର ତୁ ସାତ ସିନ୍ଧୁକ ସୁନା
ସୁନା ହଜିଯିବ, ରୁପା ହଜିଯିବ
ସୁନା ହଜିଯିବ, ରୁପା ହଜିଯିବ
ମୁଁ ତମ ପାଖରେ ଥିବି
ମୁଁ ତମ ପାଖରେ ଥିବି
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby
Детка, детка, детка, детка, детка
Baby ମୁଁ baby, ମୁଁ ତମ baby, ମୁଁ ତମ ଗେଲ୍ହା baby
Детка, детка, детка, детка, детка
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby
Детка, детка, детка, детка, детка
Baby ମୁଁ baby, ମୁଁ ତମ baby, ମୁଁ ତମ ଗେଲ୍ହା baby
Детка, детка, детка, детка, детка
Baby ମୋ baby, ତୁ ମୋର baby, ତୁ ମୋ ଗେଲ୍ହା baby
Детка, детка, детка, детка, детка
Baby ମୁଁ baby, ମୁଁ ତମ baby, ମୁଁ ତମ ଗେଲ୍ହା baby
Детка, детка, детка, детка, детка






Attention! Feel free to leave feedback.