Добавлять перевод могут только зарегистрированные пользователи.
Queen Title Song
Queen Titelsong
କିଏ
ସେ
ପାରିବ
ରୋକି?
ରୋକି,
ରୋକି
Wer
kann
sie
aufhalten?
Aufhalten,
aufhalten
କିଏ
ସେ
ପାରିବ
ରୋକି
ନଦୀର
ଗତିକୁ?
Wer
kann
den
Lauf
des
Flusses
aufhalten?
କିଏ
ସେ
ପାରିବ
ରୋକି?
ରୋକି,
ରୋକି
Wer
kann
sie
aufhalten?
Aufhalten,
aufhalten
କିଏ
ସେ
ପାରିବ
ରୋକି
ନଦୀର
ଗତିକୁ?
Wer
kann
den
Lauf
des
Flusses
aufhalten?
କିଏ
ସେ
ପାରିବ
ସହି
ନିଆଁର
ତାତିକୁ?
Wer
kann
die
Hitze
des
Feuers
ertragen?
ପଞ୍ଜୁରୀ
ଫିଟେଇ,
ସୁନାର
ଚଢ଼େଇ
Den
Käfig
öffnend,
ein
goldener
Vogel,
ଯାଏ
ଉଡ଼ି-ଉଡ଼ି
ଆକାଶକୁ
ଛୁଇଁ
Fliegt
sie
davon,
den
Himmel
berührend.
ସେ
ଆକାଶେ
ଲେଖିବାକୁ
ତା
ନିଜ
କାହାଣୀ
Um
in
diesen
Himmel
ihre
eigene
Geschichte
zu
schreiben.
Queen
ସେ
queen
Queen,
sie
ist
Queen
Queen
ସେ
queen
Queen,
sie
ist
Queen
Queen
ସେ
queen
Queen,
sie
ist
Queen
Queen
ସେ
queen
Queen,
sie
ist
Queen
ଫୁଲର
ମହକ
ହାତ
ପାପୁଲିରେ
Der
Duft
der
Blume
in
der
Handfläche
ମୁଠେଇ
ହୁଏନା
ଧରି,
ମୁଠେଇ
ହୁଏନା
ଧରି
Lässt
sich
nicht
festhalten,
lässt
sich
nicht
festhalten.
ଜହ୍ନର
ଚମକ
ଝରି-ଝରି
ଯାଏ
Der
Glanz
des
Mondes
rieselt
herab,
ବଉଦ
ପାରେନା
ଫେରି,
ବଉଦ
ପାରେନା
ଫେରି
Die
Wolke
kann
ihn
nicht
aufhalten,
die
Wolke
kann
ihn
nicht
aufhalten.
ନିଜ
ଭିତରେ
ତା
ନିଜର
ଠିକଣା
In
ihr
selbst
liegt
ihre
eigene
Adresse,
ନିଜେ
ସେ
ବିଶ୍ୱାସ
ନିଜେ
ସମ୍ଭାବନା
Sie
selbst
ist
Glaube,
sie
selbst
ist
Möglichkeit.
ନିଜ
ବିଶ୍ୱାସରେ
ସିଏ
ଶକ୍ତି-ସ୍ୱରୂପିଣୀ
In
ihrem
eigenen
Glauben
ist
sie
die
Verkörperung
der
Kraft.
Queen
ସେ
queen
Queen,
sie
ist
Queen
Queen
ସେ
queen
Queen,
sie
ist
Queen
Queen
ସେ
queen
Queen,
sie
ist
Queen
Queen
ସେ
queen
Queen,
sie
ist
Queen
ଯଉ
ଆଖିଧାରେ
ଲୁଚିଥାଏ
ଲୁହ
In
den
Augen,
in
denen
Tränen
verborgen
sind,
ସେ
ଆଖି
ଦେଖେ
ତ
ସ୍ବପ୍ନ,
ସେ
ଆଖି
ଦେଖେ
ତ
ସ୍ବପ୍ନ
Diese
Augen
sehen
Träume,
diese
Augen
sehen
Träume.
ହୋ,
ତା
ଭିତରେ
ଅଛି
ତ
ସବୁର
ଉତ୍ତର
Oh,
in
ihr
sind
alle
Antworten,
ସେ
କେବେ
ନୁହଁଇ
ପ୍ରଶ୍ନ,
ସେ
କେବେ
ନୁହଁଇ
ପ୍ରଶ୍ନ
Sie
ist
niemals
eine
Frage,
sie
ist
niemals
eine
Frage.
ନିଜେ
ସେ
ବାଟ,
ନିଜେ
ସେ
ଠିକଣା
Sie
selbst
ist
der
Weg,
sie
selbst
ist
das
Ziel,
ନିଜ
ଚେହେରାର
ନିଜେ
ସେ
ଆଇନା
Ihres
eigenen
Antlitzes
ist
sie
selbst
der
Spiegel.
ନିଜ
ଅକ୍ଷରରେ
ଲେଖେ
ନିଜର
ଜୀବନୀ
Mit
ihren
eigenen
Buchstaben
schreibt
sie
ihre
Lebensgeschichte.
Queen
ସେ
queen
Queen,
sie
ist
Queen
Queen
ସେ
queen
Queen,
sie
ist
Queen
Queen
ସେ
queen
Queen,
sie
ist
Queen
Queen
ସେ
queen
Queen,
sie
ist
Queen
Queen
ସେ
queen
Queen,
sie
ist
Queen
Queen
ସେ
queen
Queen,
sie
ist
Queen
Queen
ସେ
queen
Queen,
sie
ist
Queen
Queen
ସେ
queen
Queen,
sie
ist
Queen
Rate the translation
Only registered users can rate translations.
Attention! Feel free to leave feedback.