Babushan - To Pain Dhak Dhak - traduction des paroles en anglais

Paroles et traduction Babushan - To Pain Dhak Dhak




To Pain Dhak Dhak
To Pain Dhak Dhak (My Heart Beats for You)
ତୋ ପାଇଁ ଧକ-ଧକ दिल ହେଲାରେ
My heart beats for you, dhak dhak
ମାରିଦେଲାରେ ମୋର जान ନେଲାରେ
You've slain me, taken my life
ତୋ ପାଇଁ ଧକ-ଧକ दिल ହେଲାରେ
My heart beats for you, dhak dhak
ମାରିଦେଲାରେ ମୋର जान ନେଲାରେ
You've slain me, taken my life
ମୋର ଜୀବନେ ତୁ, ମୋର ସ୍ପନ୍ଦନେ ତୁ
You are my life, you are my pulse
ପ୍ରେମ ସଞ୍ଜୀବନି ତୁ, ହୋ
You are the elixir of love
ମୋର ନିଦରେ ତୁ, ମୋର ସ୍ୱପ୍ନରେ ତୁ
You are in my sleep, you are in my dreams
ଛାତି ଭିତରେ ଖାଲି ତୁ
You fill my heart completely
ତୋ ପ୍ରେମରଙ୍ଗ ଅବିର ହୋଇ
The colours of your love, like vibrant Holi powder
ମୋ ଦିନ-ରାତି ଦିଏ ରଙ୍ଗେଇ
Paint my days and nights
ସବୁଠି ତୁ ଖାଲି ତୁ
Everywhere I look, it's you
ତୋ ପାଇଁ ଧକ-ଧକ दिल ହେଲାରେ
My heart beats for you, dhak dhak
ମାରିଦେଲାରେ ମୋର जान ନେଲାରେ
You've slain me, taken my life
ଯେବେ ଆଖିବୁଜେ ଭାବନାରେ ଭାଙ୍ଗୁ ମୋର ଅଳସ
When I close my eyes, I break free from my slumber in thoughts of you
ଆଖି ଖୋଲିଦେଲେ ପବନରେ ପାଏ ତୋର ପରସ
When I open my eyes, the breeze carries your touch
ଯୁଆଡେଗଲେ ତୋ ପ୍ରେମଛାଇ
Wherever I go, the shadow of your love
ମୋ ସାଥେ ଚାଲେ ସାଥୀଟେ ହୋଇ
Walks with me, like a companion
ଏକା ଚାଲୁନି ଆଜି ମୁଁ
I don't walk alone anymore
ମୋର ଗୀତରେ ତୁ, ମୋର ଗପରେ ତୁ
You're in my songs, you're in my stories
ଛବିରେ ତୁ ଖାଲି ତୁ
In every picture, it's just you
ଏଇ ମନତଳେ ଲକ୍ଷେ ପ୍ରେମ-ଦୀପ ଜଳେ ତୋ ପାଇଁ
A million love-lamps burn in this heart for you
ହାତପାପୁଲିରେ ସରଗକୁ ଆଣିଦେଲୁ ମୋ ପାଇଁ
You've brought heaven to my fingertips
ଯାହାଥିଲା ମୋ ଛୋଟିଆ ଆଶା
All my little hopes
ତୋ ହୃଦୟରେ ବାନ୍ଧିଛି ବସା
Have found a home in your heart
ଫେରେଇଦେବୁ ନାହିଁ ତୁ
I won't give you back
ମୋର ହସରେ ତୁ, ମୋର ଲୁହରେ ତୁ
You are in my laughter, you are in my tears
ମିଠା ସ୍ମୃତିରେ ତୁହି ତୁ
You are in my sweet memories
ମୋର ଜୀବନେ ତୁ, ମୋର ସ୍ପନ୍ଦନେ ତୁ
You are my life, you are my pulse
ପ୍ରେମ ସଞ୍ଜୀବନି ତୁ
You are the elixir of love






Attention! N'hésitez pas à laisser des commentaires.