Namita Agrawal - Aanichi Khira - traduction des paroles en russe

Paroles et traduction Namita Agrawal - Aanichi Khira




Aanichi Khira
Молоко принесла
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(Бам-бам Хар-хар, бам-бам Хар-хар)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(Бам-бам Хар-хар, бам-бам Хар-хар)
ଆଣିଛି କ୍ଷୀର, ବେଲ ପତର
Молоко принесла я, листья бетеля,
ଗଇସ ଚମ୍ପା ହାର
Гирлянду из цветов чампа.
ଉଠ ହେ ହର, ଶିବ ଶଙ୍କର
Проснись, о Хар, Шива Шанкар,
ଆଜି ସୋମବାର
Сегодня ведь Сомавар.
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(Бам-бам Хар-хар, бам-бам Хар-хар)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(Бам-бам Хар-хар, бам-бам Хар-хар)
ରକ୍ତ ଚନ୍ଦନେ ରାମଙ୍କ ନାମ
Сандаловой пастой имя Рамы
ଲେଖା ବେଲ ପତର
Написала на листьях бетеля.
ଗୋଟି କି ଗୋଟି ଶହେ ଆଠଟି
Один, ещё один, сто восемь,
ଦେଉଛି ନିଅ ହର
Прими их, о Хар.
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(Бам-бам Хар-хар, бам-бам Хар-хар)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(Бам-бам Хар-хар, бам-бам Хар-хар)
ଭୋଗ ଆଣିଛି ମୁଁ ପ୍ରଭୁ
Подношение принесла я Тебе, Господь,
ପୂର୍ଣ୍ଣ କରି ପୂଜା ଥାଳି
Наполнив тарелку для пуджи.
ଉଛାରୁଛି ପଞ୍ଚାକ୍ଷର
Произношу Панчакшару,
ଝୁଣା, ଦୀପ, ଧୂପ ଜାଳି
Колокольчик звенит, лампа и благовония горят.
ଭୋଗ ଆଣିଛି ମୁଁ ପ୍ରଭୁ
Подношение принесла я Тебе, Господь,
ପୂର୍ଣ୍ଣ କରି ପୂଜା ଥାଳି
Наполнив тарелку для пуджи.
ଉଛାରୁଛି ପଞ୍ଚାକ୍ଷର
Произношу Панчакшару,
ଝୁଣା, ଦୀପ, ଧୂପ ଜାଳି
Колокольчик звенит, лампа и благовония горят.
କି ଭୋଗ ଦେବି ତୁମକୁ ପ୍ରଭୁ
Какое подношение Тебе сделать, Господь,
ତୁମେ ଯୋଗୀବର
Ты ведь Йогивар.
ଫଳେ ପୁଷ୍ପେ ମୁଁ ଆଣିଛି ଯାହା
Фрукты, цветы принесла я,
ସାଦରେ ଘେନ କର
С радостью прими их.
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(Бам-бам Хар-хар, бам-бам Хар-хар)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(Бам-бам Хар-хар, бам-бам Хар-хар)
କି ଅବା କହିବି ପ୍ରଭୁ
Что ещё сказать Тебе, Господь,
ତୁମେ ଜାଣ ମନ କଥା
Ты знаешь мои мысли.
ନୀରବେ ଗୁହାରି କରେ
Молча молю я,
ତୁମ ପାଦେ ନଇଁ ମଥା
К Твоим стопам склонив чело.
କି ଅବା କହିବି ପ୍ରଭୁ
Что ещё сказать Тебе, Господь,
ତୁମେ ଜାଣ ମନ କଥା
Ты знаешь мои мысли.
ନୀରବେ ଗୁହାରି କରେ
Молча молю я,
ତୁମ ପାଦେ ନଇଁ ମଥା
К Твоим стопам склонив чело.
ଦୁଃଖୀ ଦୁଃଖ ହରୁଛ ବୋଲି
Горе страждущих Ты унимаешь,
ତୁମର ନାଆ ହର
Потому и зовется Твое имя Хар.
ତୁମ କରୁଣା ପାଦୁକା ଦାନେ
Твоих милостивых стоп касаюсь,
ମତେ ହେ ସୁଖି କର
Дай же мне счастье познать.
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(Бам-бам Хар-хар, бам-бам Хар-хар)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(Бам-бам Хар-хар, бам-бам Хар-хар)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(Бам-бам Хар-хар, бам-бам Хар-хар)
(ବମ୍-ବମ୍ ହର-ହର, ବମ୍-ବମ୍ ହର-ହର)
(Бам-бам Хар-хар, бам-бам Хар-хар)






Attention! N'hésitez pas à laisser des commentaires.