Текст и перевод песни Abhijit Majumdar - Ore Dilnashi
Добавлять перевод могут только зарегистрированные пользователи.
Ore Dilnashi
My Heart Stealer
ମତେ
ତୁ
ତୋ
ମନରେ
ଟୋପା-ଟୋପା
ମେଘ
କରିଦେ
Make
me
clouds,
clouds
in
your
mind
ମତେ
ତୁ
ତୋ
ପ୍ରେମର
ଛିଟା-ଛିଟା
ରଙ୍ଗ
କରିଦେ
Make
me
splashes,
splashes
of
your
love's
color
ମତେ
ତୁ
ତୋ
ମନରେ
ଟୋପା-ଟୋପା
ମେଘ
କରିଦେ
Make
me
clouds,
clouds
in
your
mind
ମତେ
ତୁ
ତୋ
ପ୍ରେମର
ଛିଟା-ଛିଟା
ରଙ୍ଗ
କରିଦେ
Make
me
splashes,
splashes
of
your
love's
color
ଓରେ
दिलनशीं,
ଓରେ
दिलनशीं
Oh,
my
heart
stealer,
oh,
my
heart
stealer
ନିଦ
କାଇଁ
ଚୋରିକଲୁ?
ସ୍ବପ୍ନ
ଟିକେ
ଭରିଦେ
Why
did
you
steal
sleep?
Fill
my
dreams
a
little
ମତେ
ତୁ
ତୋ
ଜୀବନେ
ଛୋଟ-ଛୋଟ
ଖୁସି
କରିଦେ
Make
me
little
joys
in
your
life
ମତେ
ତୁ
ତୋ
ଓଠରେ
ସାତ
ସୁର
ବଂଶୀ
କରିଦେ
Make
me
a
flute
of
seven
notes
on
your
lips
ଭିଡ଼
ଭିତରେ
ଭଲ
ଲାଗେ
ରେ
କାଇଁ
ତୋ
ଚେହେରା?
Why
do
I
like
your
face
in
the
crowd?
ଅଳ୍ପ
ମୁହୂର୍ତ୍ତ
ତୋ
ସାଥେ
ଦେଖା
ଲାଗେ
ରେ
ନିଆରା
A
short
moment
with
you
seems
extraordinary
ହଁ,
ତୋରି
ନାଆଁରେ
ସ୍ପନ୍ଦନ
ଚାଲେ,
ପଡ଼େ
ମୋ
ପଲକ
Yes,
my
heart
beats
with
your
name,
my
eyelids
fall
ଲାଗୁଛି
ସତେ
କେବେଠୁ
ଥିଲା
ଆମ
ଏ
ସମ୍ପର୍କ
It
feels
like
this
connection
between
us
has
always
been
ଓରେ
हमनशीं,
ଓରେ
हमनशीं
Oh,
my
heart
stealer,
oh,
my
heart
stealer
ଆଜି
ସେ
ସମ୍ପର୍କର
ନାଁ
ଗୋଟେ
ଦେଇଦେ
Give
a
name
to
this
connection
today
ମତେ
ତୁ
ତୋ
ବାଟରେ
ଚୁନା-ଚୁନା
ଛାଇ
କରିଦେ
Make
me
shadows,
shadows
on
your
path
ମତେ
ତୁ
ତୋ
ହସର
ମିଠା-ମିଠା
ନଈ
କରିଦେ
Make
me
sweet
rivers,
rivers
of
your
laughter
ଛାତି
ଭିତରେ
ଦେଇଛୁ
ତୋଳି
ପ୍ରେମର
ଉଆସ
You
have
given
me
the
fire
of
love
inside
my
chest
ହୃଦୟେ
ମୋର
ତୁ
ଅଛୁ
ବୋଲି
ଚାଲେ
ମୋ
ନିଶ୍ବାସ
You
are
in
my
heart,
my
breath
keeps
telling
me
so
ହଁ,
ସେ
ଲାଗି
ଆଜି
ଚୁପି-ଚୁପିକା
କହେ
ମୋ
ହୃଦୟ
Yes,
my
heart
is
whispering
silently
today
ତୋ
ପାଖେ
ସତେ
ଅଟକି
ଯାଉ
ଏମିତି
ସମୟ
Time
stops
when
I
am
near
you
ଓରେ
दिलनशीं,
ଓରେ
दिलनशीं
Oh,
my
heart
stealer,
oh,
my
heart
stealer
ସବୁ
ଜନମରେ
ମୋର
ହବୁ
ବୋଲି
କହିଦେ
Tell
me
you'll
be
mine
in
every
birth
ମତେ
ତୁ
ତୋ
ପାଇଁକି
ଝୁମା-ଝୁମା
ରାତି
କରିଦେ
Make
me
dancing
nights
for
you
ମତେ
ତୁ
ତୋ
ସକାଳେ
ଅସରନ୍ତି
ମୋତି
କରିଦେ
Make
me
pearls,
pearls
that
fall
from
your
morning
Оцените перевод
Оценивать перевод могут только зарегистрированные пользователи.
Авторы: Abhijit Majumdar
Внимание! Не стесняйтесь оставлять отзывы.