Добавлять перевод могут только зарегистрированные пользователи.
Tu Chanchala Nai
Du bist der unruhige Fluss
ତୁ
ଚଞ୍ଚଳ
ନଈଟେ,
ମୁଁ
ଚଗଲା
ଦରିଆ
Du
bist
der
unruhige
Fluss,
ich
bin
der
ungestüme
Ozean
ଭାଙ୍ଗି
ସବୁ
ମୁହାଣ,
ମୋ
ଭିତରେ
ବୋହିଯା
Brich
alle
Dämme
und
fließe
in
mich
hinein
ତୁ
ଚଞ୍ଚଳ
ନଈଟେ,
ମୁଁ
ଚଗଲା
ଦରିଆ
Du
bist
der
unruhige
Fluss,
ich
bin
der
ungestüme
Ozean
ଭାଙ୍ଗି
ସବୁ
ମୁହାଣ,
ମୋ
ଭିତରେ
ବୋହିଯା
Brich
alle
Dämme
und
fließe
in
mich
hinein
ଥରେ
ଫେଣ୍ଟିହେଲେ
ତୋ
ମିଠା-ରଙ୍ଗ
Wenn
sich
deine
süße
Farbe
einmal
mit
mir
vermischt,
ଦେହସାରା
ଖେଳିଯିବ
ତରଙ୍ଗ
werden
Wellen
durch
meinen
ganzen
Körper
spielen.
ଆଉ
ଫେରି
ପାରିବୁନି
ଜୁଆର
ମୁଁ
ଅବୁଜା
Du
wirst
nicht
mehr
zurückkehren
können,
ich
bin
die
unberechenbare
Flut.
ତୁ
ଚଞ୍ଚଳ
ନଈଟେ,
ମୁଁ
ଚଗଲା
ଦରିଆ
Du
bist
der
unruhige
Fluss,
ich
bin
der
ungestüme
Ozean
ଭାଙ୍ଗି
ସବୁ
ମୁହାଣ,
ମୋ
ଭିତରେ
ବୋହିଯା
Brich
alle
Dämme
und
fließe
in
mich
hinein
ତତଲା
ତୋ
ଧିମା-ଧିମା
ନିଶ୍ୱାସ
Dein
warmer,
langsamer
Atem,
ଛୁଁ-ଛୁଁ
ଜଳିଯାଏ
ବାରୁଦ
ଏ
ବୟସ
entzündet
diese
explosive
Jugend.
ତୋ
ଛୁଆଁରେ
ହାଏ,
ଏ
କି
ମାଦକ?
Deine
Berührung,
ach,
was
für
eine
Berauschung?
କାଦମ୍ବରି-ନିଶା
ହାରେ
କରିଦିଏ
କୁହୁକ
Sie
übertrifft
den
Rausch
von
Kadambari
und
wirkt
wie
ein
Zauber.
ଦୂରେ-ଦୂରେ
ଆଉ
ହୁଏନା
ରହି
Ich
kann
nicht
länger
fern
von
dir
bleiben,
ଓଠ
ଯାହା
ଆଜି
ପାରେନା
କହି
was
meine
Lippen
heute
nicht
sagen
können,
ଦେହର
କବିତା
ମୋର
ଆଖିରେ
ତୁ
ପଢିଯା
lies
das
Gedicht
meines
Körpers
in
meinen
Augen.
ତୁ
ଚଞ୍ଚଳ
ନଈଟେ,
ମୁଁ
ଚଗଲା
ଦରିଆ
Du
bist
der
unruhige
Fluss,
ich
bin
der
ungestüme
Ozean
ଭାଙ୍ଗି
ସବୁ
ମୁହାଣ,
ମୋ
ଭିତରେ
ବୋହିଯା
Brich
alle
Dämme
und
fließe
in
mich
hinein
କଳାମେଘି
ତୋର
ସେଇ
କେଶରେ
In
deinem
dunklen,
wolkengleichen
Haar,
ଛନ୍ଦିଦେ
ତୁ
ଧୀରେ-ଧୀରେ
ସେ
ଅଡୁଆ
ଫାସରେ
verfange
mich
sanft
in
dieser
verwirrenden
Schlinge.
କମିଯାଉ
ଆମ
ପ୍ରେମ-ଦୂରତା
Lass
die
Distanz
unserer
Liebe
schwinden,
ସରିଯାଉ
ତୋ
ବାହୁରେ
ସବୁ
ଚଞ୍ଚଳତା
lass
all
deine
Unruhe
in
meinen
Armen
enden.
ଗାଲେ
ନେସିଦେ
ତୋ
ଅଳସୀ-ରଙ୍ଗ
Schmiere
die
Farbe
deiner
Trägheit
auf
meine
Wangen,
ଗଲେ
ଲାଗିଯାଉ
ରେଶମୀ
ଦାଗ
hinterlasse
seidene
Spuren
auf
meinem
Hals.
ଅଧା-ଅଧୁରା
କାହାଣୀ
ଆଜି
ପୁରା
କରିଯା
Vollende
heute
die
unvollendete
Geschichte.
ତୁ
ଚଞ୍ଚଳ
ନଈଟେ,
ମୁଁ
ଚଗଲା
ଦରିଆ
Du
bist
der
unruhige
Fluss,
ich
bin
der
ungestüme
Ozean
ଭାଙ୍ଗି
ସବୁ
ମୁହାଣ,
ମୋ
ଭିତରେ
ବୋହିଯା
Brich
alle
Dämme
und
fließe
in
mich
hinein
Оцените перевод
Оценивать перевод могут только зарегистрированные пользователи.
Авторы: Abhijit Majumdar
Внимание! Не стесняйтесь оставлять отзывы.