Добавлять перевод могут только зарегистрированные пользователи.
ମଲକା-ମଲକା
ହାଲକା
ଏ
ମନଟା
ଭଲଲାଗେ
କାଇଁ
baby?
Warum
gefällt
mir
dieses
flatterhafte,
leichte
Herz
so,
Baby?
ଠୁମକା-ଠୁମକା
ହାଏ
ତୋର
ଝୁମକା
ଭଲଲାଗେ
କାଇଁ
baby?
Warum
gefällt
mir
dein
hin-
und
herwippender
Gang
so,
Baby?
ମଲକା-ମଲକା
ହାଲକା
ଏ
ମନଟା
ଭଲଲାଗେ
କାଇଁ
baby?
Warum
gefällt
mir
dieses
flatterhafte,
leichte
Herz
so,
Baby?
ଠୁମକା-ଠୁମକା
ହାଏ
ତୋର
ଝୁମକା
ଭଲଲାଗେ
କାଇଁ
baby?
Warum
gefällt
mir
dein
hin-
und
herwippender
Gang
so,
Baby?
ଏଣୁତେଣୁ
କଥା
କହୁକହୁ,
ଗୁଣୁ-ଗୁଣୁ
ଗୀତ
ଗାଉ-ଗାଉ
Während
wir
hier
und
dort
plaudern,
summend
Lieder
singen,
ତୂଳୀ
ଟିଏ
ଖୋଲି
ଛୁଉଁ-ଛୁଉଁ
ଆଙ୍କେ
ତୋ
ଛବି
Öffne
ich
ein
Skizzenbuch,
zeichne
dein
Bild,
indem
ich
dich
streifle
ଓ
baby,
ଓ
baby,
ଓ
baby
Oh
Baby,
oh
Baby,
oh
Baby
ଓ
baby,
ଓ
baby,
ଓ
baby
Oh
Baby,
oh
Baby,
oh
Baby
ଝିଲକା-ଝିଲକା
ଝିଲମିଲ୍
ଆଖିଟା
ଦେଖୁଥାଏ
ତୋ
ଛବି
Funkelnd
glitzern
deine
Augen,
die
dein
Bild
betrachten
मेहका-मेहका
ମତୁଆଲା
ମୁହଁଟା
ମତେଖାଲି
ନିଏ
ଡାକି
Dein
berauschendes
Gesicht
ruft
mich
lächelnd
herbei
ମନ
ମୋର
ଚୋରିହେଲେ
ହଉ,
ପାଖେଆଖେ
କିଏ
ଥିଲେ
ଥାଉ
Selbst
wenn
andere
neben
mir
sind,
verliert
sich
mein
Verstand,
ନିଦ
ମୋର
ହଜିଗଲେ
ଯାଉ
ତୋ
କଥା
ଭାବି
Mein
Schlaf
flieht,
während
ich
an
dich
denke
ଓ
baby,
ଓ
baby,
ଓ
baby
Oh
Baby,
oh
Baby,
oh
Baby
ଓ
baby,
ଓ
baby,
ଓ
baby
Oh
Baby,
oh
Baby,
oh
Baby
ଅନ୍ଧାର
ଆଜି
ଆଲୁଅ
ଲାଗେ
ବଦଳି
ଗଲା
ପାଗ
Dunkelheit
erscheint
heute
als
Licht,
das
Wetter
hat
gewechselt
ଛାତିରେ
ମୋର
ଯେବେଠୁ
ତୋର
ଲାଗିଲା
ପ୍ରେମଦାଗ
Seit
deine
Liebespur
mein
Herz
berührte
ମେଘରେ
ଆଜି
ବରଷେ
ମହୁ,
କାକର
ଲାଗେ
ମୋତି
Wolken
regnen
heute
Honig,
Tau
fällt
wie
Perlen
ଆଖିରେ
ମୋର
ଯେବେଠୁ
ତୋର
ଆଖି
ମିଶିଲା
ସାଥି
Seit
deine
Augen
sich
mit
meinen
verbunden
haben
ଛଲକା-ଛଲକା
ହଲଚଲ
ଛବିଟା
ଭଲଲାଗେ
କାଇଁ
baby?
Warum
gefällt
mir
dein
graziöses
Wesen
so,
Baby?
ହାଲକା-ହାଲକା
ମିଠା-ମିଠା
ହସଟା
ଭଲଲାଗେ
କାଇଁ
baby?
Warum
gefällt
mir
dein
süßes,
leichtes
Lachen
so,
Baby?
ସଞ୍ଜ
ହଉ
ଅବା
ରାତି
ହଉ,
ଆକାଶରେ
ତାରା
ଥିଲେ
ଥାଉ
Ob
Abend
wird
oder
Nacht,
selbst
wenn
Sterne
am
Himmel
stehen,
ଭାବୁଥାଏ
ରାତି
ପାହୁପାହୁ,
ତୋ
ପାଖେ
ଥିବି
Sehne
ich
mich
nach
Tagesanbruch,
bei
dir
zu
sein
ଓ
baby,
ଓ
baby,
ଓ
baby
Oh
Baby,
oh
Baby,
oh
Baby
ଓ
baby,
ଓ
baby,
ଓ
baby
Oh
Baby,
oh
Baby,
oh
Baby
ସପନ
କାଇଁ
ନିଦରେ
ନଇଁ
ଦିନରେ
ଘୁରି
ବୁଲେ?
Warum
kommen
Träume
nicht
im
Schlaf,
sondern
verfolgen
mich
tagsüber?
ପାଦଟି
ମୋର
ଯେବେଠୁ
ତୋର
ଛାଇ
ସାଥିରେ
ଚାଲେ
Seit
dein
Schatten
neben
meinen
Schritten
wandelt
ବସନ୍ତ
ଆଜି
ବରଷାବେଳେ
ଫୁଲରେ
ଖେଳେ
ଦୋଳି
Frühling
schwingt
heute
im
Regen
auf
Blumenschaukeln,
ମୋରି
ମନ
ତୋ
ସାଥେ
ଯେବେ
ଖେଳିଲା
ଲୁଚକାଳି
Seit
mein
Herz
mit
dir
Versteck
spielt
लेहका-लेहका
ଚୁଲବୁଲ
ଛାଇଟା
ଭଲଲାଗେ
କାଇଁ
baby?
Warum
gefällt
mir
deine
anmutige
Silhouette
so,
Baby?
बेहका-बेहका
भोला-भाला
ଦିଲଟା
ଭଲଲାଗେ
କାଇଁ
baby?
Warum
gefällt
mir
dein
unschuldiges,
reines
Herz
so,
Baby?
ଏଠି-ସେଠି
ପାଦ
ଥଉ-ଥଉ,
ଫୁଲ
ହଉ
ଅବା
କଣ୍ଟା
ହଉ
Ob
ich
hierhin
gehe
oder
dorthin,
durch
Blumen
oder
Dornen,
ଚାଲୁଥାଉ
ଅବା
ଝୁଣ୍ଟୁଥାଉ
ତୋ
ବାଟ
ଖୋଜି
Ich
stolpere
oder
gehe,
immer
deiner
Spur
folgend
ଓ
baby,
ଓ
baby,
ଓ
baby
Oh
Baby,
oh
Baby,
oh
Baby
ଓ
baby,
ଓ
baby,
ଓ
baby
Oh
Baby,
oh
Baby,
oh
Baby
Оцените перевод
Оценивать перевод могут только зарегистрированные пользователи.
Авторы: Samal Premananda, Swain Subrat
Внимание! Не стесняйтесь оставлять отзывы.