Malaya Mishra - Jagannath Chari Akharya - перевод текста песни на немецкий

Jagannath Chari Akharya - Malaya Mishraперевод на немецкий




Jagannath Chari Akharya
Jagannath Wagen Herrscher Akharya
ରାମାୟଣ ଚାରି ଅକ୍ଷର
Ramayana vier Buchstaben
ଭାଗବତ ଚାରି ଅକ୍ଷର
Bhagavat vier Buchstaben
ରାମାୟଣ ଚାରି ଅକ୍ଷର
Ramayana vier Buchstaben
ଭାଗବତ ଚାରି ଅକ୍ଷର
Bhagavat vier Buchstaben
ରାମାୟଣରେ ଯିଏ ଲୋ ସଜନୀ ଭାଗବତରେ ସିଏ
Der in Ramayana ist, Freund, derselbe im Bhagavat
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଚାରି ଯୁଗ, ଚାରି ବେଦରେ ଅଛନ୍ତି ନାରାୟଣ
In vier Zeitaltern, in vier Veden ist Narayana gegenwärtig
ଚାରି ଦିଗ, ଚାରି ଧାମରେ ପ୍ରଭୁ କଳାବଦନ
In vier Richtungen, in vier heiligen Stätten ist Herr Dunkelgesicht
ଶଙ୍ଖ, ଚକ୍ର, ଗଦା, ପଦ୍ମକୁ ହାତରେ ଧରି
Muschel, Rad, Keule, Lotos in vier Händen haltend
ଧରମର ଟେକ ରଖନ୍ତି, ପାପ ବିନାଶ କରି
Die Last des Dharma bewahrend, vernichtet Er Sünde
କପିଧ୍ଵଜ ଚାରି ଅକ୍ଷର
Hanumans Standarte vier Buchstaben
ନନ୍ଦିଘୋଷ ଚାରି ଅକ୍ଷର
Nandighosh vier Buchstaben
କପିଧ୍ଵଜ ଚାରି ଅକ୍ଷର
Hanumans Standarte vier Buchstaben
ନନ୍ଦିଘୋଷ ଚାରି ଅକ୍ଷର
Nandighosh vier Buchstaben
କପିଧ୍ୱଜରେ ଯିଏ ଲୋ ସଜନୀ ନନ୍ଦିଘୋଷରେ ସିଏ
Der auf Hanumans Standarte ist, Freund, derselbe auf Nandighosh
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର ଜପିବି ମନ୍ତର
Jagannaths vier Buchstaben Mantra werde ich singen aus
ଚଉବର୍ଗ ଫଳ ମିଳଇ, ଜୀବ ପାଏ ଉଦ୍ଧାର
Vierfache Frucht gewinnt man, die Seele findet Errettung
ଜନମ ଯାତନା ତେଜି ସେ ଯାଏ ବୈକୁଣ୍ଠପୁର
Geburtsqualen verlassend geht sie zu Vaikunthapura hin
ମାୟାର ସଂସାର ତା'ପାଇଁ ହୁଏ ଲକ୍ଷ୍ମଣ-ଗାର
Die illusive Welt wird für sie zum Schwelle des Juwels Salgram
ବୃନ୍ଦାବନ ଚାରି ଅକ୍ଷର
Vrindavan vier Buchstaben
ଶ୍ରୀମନ୍ଦିର ଚାରି ଅକ୍ଷର
Schreintempel vier Buchstaben
ବୃନ୍ଦାବନ ଚାରି ଅକ୍ଷର
Vrindavan vier Buchstaben
ଶ୍ରୀମନ୍ଦିର ଚାରି ଅକ୍ଷର
Schreintempel vier Buchstaben
ବୃନ୍ଦାବନରେ ଯିଏ ଲୋ ସଜନୀ ଶ୍ରୀମନ୍ଦିରରେ ସିଏ
Der in Vrindavan ist, Freund, derselbe im Schreintempel
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ରାମାୟଣ ଚାରି ଅକ୍ଷର
Ramayana vier Buchstaben
ଭାଗବତ ଚାରି ଅକ୍ଷର
Bhagavat vier Buchstaben
ରାମାୟଣ ଚାରି ଅକ୍ଷର
Ramayana vier Buchstaben
ଭାଗବତ ଚାରି ଅକ୍ଷର
Bhagavat vier Buchstaben
ରାମାୟଣରେ ଯିଏ ଲୋ ସଜନୀ ଭାଗବତରେ ସିଏ
Der in Ramayana ist, Freund, derselbe im Bhagavat
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben
ଜଗନ୍ନାଥ ଚାରି ଅକ୍ଷର
Jagannath vier Buchstaben






Внимание! Не стесняйтесь оставлять отзывы.