Pathama Prema Ra - ROCKYперевод на русский




Pathama Prema Ra
Первая любовь
ପ୍ରଥମ ପ୍ରେମର ପ୍ରଥମ ଚିଠି
Первое письмо первой любви
ପ୍ରଥମ ପ୍ରେମର ପ୍ରଥମ ଚିଠି
Первое письмо первой любви
ଲେଖୁଛି ଅଳପ ଭାବୁଛି ବେଶି
Пишу мало, думаю много
ନୂଆ ଚଢ଼େଇର କଅଁଳ ଡ଼େଣା
Нежные крылья молодой птицы
ନୂଆ ଚଢ଼େଇର କଅଁଳ ଡ଼େଣା
Нежные крылья молодой птицы
ଉଡୁଛୁ ଅଳପ ପଡୁଛି ବେଶି
Летают мало, падают часто
ଉଡୁଛୁ ଅଳପ ପଡୁଛି ବେଶି
Летают мало, падают часто
ଆହାଃ କି ସୁନ୍ଦର ପ୍ରେମର ଦୁନିଆଁ
Ах, как прекрасен мир любви
ଦେଇଛି ପାଦ ମୁଁ ଏଠି ନୁଆଁ ନୁଆଁ
Я ступил сюда впервые
ହୋ, ଆହାଃ କି ସୁନ୍ଦର ପ୍ରେମର ଦୁନିଆଁ
О, ах, как прекрасен мир любви
ଦେଇଛି ପାଦ ମୁଁ ଏଠି ନୁଆଁ ନୁଆଁ
Я ступил сюда впервые
ଏଠି ନୁଆଁ ନୁଆଁ
Впервые здесь
ପ୍ରେମ ବାଟର ମୁଁ ନୁଆଁ ପଥିକ
Я новый путник на пути любви
ପ୍ରେମ ବାଟର ମୁଁ ନୁଆଁ ପଥିକ
Я новый путник на пути любви
ଚାଲୁଛି ଅଳପ ଝୁଣ୍ଟୁଛି ବେଶି
Иду мало, спотыкаюсь часто
ଚାଲୁଛି ଅଳପ ଝୁଣ୍ଟୁଛି ବେଶି
Иду мало, спотыкаюсь часто
ପ୍ରଥମ ପ୍ରେମର ପ୍ରଥମ ଚିଠି
Первое письмо первой любви
ପ୍ରଥମ ପ୍ରେମର ପ୍ରଥମ ଚିଠି
Первое письмо первой любви
ଲେଖୁଛି ଅଳପ ଭାବୁଛି ବେଶି
Пишу мало, думаю много
ଲେଖୁଛି ଅଳପ ଭାବୁଛି ବେଶି
Пишу мало, думаю много






Внимание! Не стесняйтесь оставлять отзывы.