Текст песни Tu Ete Bhala Helu Kaain-Film - Nibedita , Swayam Padhi
ତୁ ଏତେ ଭଲହେଲୁ କାଇଁ?
ତୁ ଏତେ ଭଲହେଲୁ କାଇଁ?
ମୁଁ ବାଧ୍ୟ ହୁଏ ତତେ ଚାହିଁବାକୁ
ତୁ ଏତେ ଭଲଲାଗୁ କାଇଁ?
ମୁଁ ବାଧ୍ୟ ହୁଏ ଭଲପାଇବାକୁ
କହିବା ଆଗରୁ, ଏଇ ମନ କଥା
ଆସି କହିଦେଲୁ ମୋତେ ତୁ
ମୋ first love ହଁ ତୁ
ମୋ sweet dream ହଁ ତୁ
ମୋ heart beat ହଁ ତୁ, अब तू ही तू
ମୋ first love ହଁ ତୁ
ମୋ sweet dream ହଁ ତୁ
ମୋ heart beat ହଁ ତୁ, अब तू ही तू
ଯେବେଠୁ ତତେ ଆଖି ଦେଖିଛି
ନା ମୁଁ ସେବେଠୁ କେବେ ଶୋଇଛି
ହଁ, ଯେବେଠୁ ତତେ ଆଖି ଦେଖିଛି
ନା ମୁଁ ସେବେଠୁ କେବେ ଶୋଇଛି
ତୋ ପ୍ରେମ ମୋତେ ଏତେ ଛୁଇଁଛି
ନା ମୁଁ କାହାକୁ ଭାବି ପାରୁଛି
ଭାବିଲେ କେବେଳ ତତେ ହିଁ ଭାବୁଛି
ଆଉ କାହାକୁ ଜାଣେନା ମୁଁ
ମୋ first love ହଁ ତୁ
ମୋ sweet dream ହଁ ତୁ
ମୋ heart beat ହଁ ତୁ, अब तू ही तू
ମୋ first love ହଁ ତୁ
ମୋ sweet dream ହଁ ତୁ
ମୋ heart beat ହଁ ତୁ, अब तू ही तू
ତୋ ମନ ଆଉ ମୋ ମନ ଲୁଚି
କଥା ହୁଅନ୍ତି ଆଜିତ କିଛି
ତୋ ମନ ଆଉ ମୋ ମନ ଲୁଚି
କଥା ହୁଅନ୍ତି ଆଜିତ କିଛି
ସେକଥା ମୋତେ ଖବର ଅଛି
ଲକ୍ଷେରୁ ତତେ ନେଇଚି ବାଛି
ଆଜିକାଲି ମୋତେ ଏମିତି ଲାଗୁଚି
କିଛି ନୁହେଁ ରେ ତୋବିନା ମୁଁ
ମୋ first love ହଁ ତୁ
ମୋ sweet dream ହଁ ତୁ
ମୋ heart beat ହଁ ତୁ, अब तू ही तू
ମୋ first love ହଁ ତୁ
ମୋ sweet dream ହଁ ତୁ
ମୋ heart beat ହଁ ତୁ, अब तू ही तू
Внимание! Не стесняйтесь оставлять отзывы.