Namita Agrawal - Mana Udi Udi Jaye Re текст песни

Текст песни Mana Udi Udi Jaye Re - Namita Agrawal



ହରି ବୋଲ
ମନ ଉଡ଼ି-ଉଡ଼ି ଯାଏ ରେ, ରଥ ଗଡି-ଗଡି ଯାଏ ରେ
ମନ ଉଡ଼ି-ଉଡ଼ି ଯାଏ ରେ, ରଥ ଗଡି-ଗଡି ଯାଏ ରେ
କାଳିଆ ଯାଉଛି...
କାଳିଆ ଯାଉଛି ମାଉସୀ-ଘର ଆଜି ବରଷେ ପରେ
ମନ ଉଡ଼ି-ଉଡ଼ି ଯାଏ ରେ, ରଥ ଗଡି-ଗଡି ଯାଏ ରେ
ମନ ଉଡ଼ି-ଉଡ଼ି ଯାଏ ରେ, ରଥ ଗଡି-ଗଡି ଯାଏ ରେ
ଘର ଘରଣୀ, ରାଜ ଚଳଣି ସବୁ ପଛକୁ ରଖି
ଭକ୍ତ ସାଙ୍ଗରେ, ରସ ରଙ୍ଗରେ ଜଗା ଯାଇଛି ମାତି
ଘର ଘରଣୀ, ରାଜ ଚଳଣି ସବୁ ପଛକୁ ରଖି
ଭକ୍ତ ସାଙ୍ଗରେ, ରସ ରଙ୍ଗରେ ଜଗା ଯାଇଛି ମାତି
ଜାତି ପତି ସବୁ...
ଜାତି ପାଟି ସବୁ ଗାଧୋଇଗଲା ଦେଖ ବଡ଼ଦାଣ୍ଡରେ
ମନ ଉଡ଼ି-ଉଡ଼ି ଯାଏ ରେ, ରଥ ଗଡି-ଗଡି ଯାଏ ରେ
ରଥ ଉପରେ ଅଚଳ ମେରୁ ବିଜେ ବାମନ ହୋଇ
ରଥେ ବାମନ କଲେ ଦର୍ଶନ, ପୁନର୍ଜନମ ନାହିଁ
ରଥ ଉପରେ ଅଚଳ ମେରୁ ବିଜେ ବାମନ ହୋଇ
ରଥେ ବାମନ କଲେ ଦର୍ଶନ, ପୁନର୍ଜନମ ନାହିଁ
ତିନିପୁର ଲୋକ...
ତିନିପୁର ଲୋକ ସେ ଲାଗି ରୁଣ୍ଡ ଶ୍ରୀଗୁଣ୍ଡିଚା ଜାତରେ
ମନ ଉଡ଼ି-ଉଡ଼ି ଯାଏ ରେ, ରଥ ଗଡି-ଗଡି ଯାଏ ରେ
ମନ ଉଡ଼ି-ଉଡ଼ି ଯାଏ ରେ, ରଥ ଗଡି-ଗଡି ଯାଏ ରେ




Namita Agrawal - Naba Joubana Ru Niladree Bije
Альбом Naba Joubana Ru Niladree Bije
дата релиза
30-10-2019




Внимание! Не стесняйтесь оставлять отзывы.