Debasish Mishra - A Mana Mora Songtexte

Songtexte A Mana Mora - Debasish Mishra




ଫିକା ଫିକା ସପନ ରେ ଆସି ଯାଉ ଜେବେ
ହେଇ ଯାଏ ମୋର ଅଧା ରାତି ପୁରା
ସକାଳ ସୁରୁଜ କୁ କିଏ ବା ପଚାରେ
ଶୋଇ ଥାଏ ଦେଖିବାକୁ ତତେ ରାତି ସାରା
ଭଲ କିଏ ପାଇବନି ମତେ ତୋ ପରି
ଲାଗେ ମତେ ମିଳିଗଲା
ରାଜକୁମାରୀ...
ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...
ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...
ପାଖରେ ମୋ ରହି ଲାଗୁ ତୁ ସ୍ବପ୍ନ ଭଳି
ହାତ ଛାଡି ଯିବାକୁ କରେ ମୁ ଅଳି
ପାଖରେ ମୋ ରହି ଲାଗୁ ତୁ ସ୍ବପ୍ନ ଭଳି
ହାତ ଛାଡି ଯିବାକୁ କରେ ମୁ ଅଳି
ସକାଳ ସୁରୁଜ ତୁ ମୋ ରାତି ଜହ୍ନ
ହଜାରେ ମନ ଭିତରେ ତୁ ମୋ ଜୀବନ
ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...
ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...
ଭାଙ୍ଗି ଯିବ ସପନ ଲାଗେ ଭାରି ଡର
ଅଧା ରହି ଯିବ କାହାଣୀ ତୋର ମୋର
ପାଖେ ପାଖେ ଥିବି ତୋର କରିବିନି ପର
ରହି ଥିବୁ ତୁ ଏମିତି ଭାବନା ରେ ମୋର
ରହିବୁନି ଜେବେ ତୁ ମୋ ଜୀବନେ
ପାଇ ଯିବି ତତେ ମୁ
ମୋ ସପନେ...
ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...
ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...



Autor(en): Zokor


Debasish Mishra - A Mana Mora
Album A Mana Mora
Veröffentlichungsdatum
18-09-2021




Attention! Feel free to leave feedback.