Humane Sagar feat. Jagruti Mishra - Ishq Sufiana Songtexte

Songtexte Ishq Sufiana - Abhijit Majumdar




ତୋ ସୁର୍ମୟୀ ଆଖିରେ, ହୃଦୟ ଭିତରେ
ଶାୟରୀ ଲେଖିଲୁ କି କହନା
हौले-हौले ହେଇଗଲା ନୁଆଁ ତାର ନାଁ
सुफ़ियाना, इश्क़ सुफ़ियाना
ତୋ ସୁର୍ମୟୀ ଆଖିରେ, ହୃଦୟ ଭିତରେ
ଶାୟରୀ ଲେଖିଲୁ କି କହନା
हौले-हौले ହେଇଗଲା ନୁଆଁ ତାର ନାଁ
सुफ़ियाना, इश्क़ सुफ़ियाना
ହେଲି ରେ जोगिया ତୋ ପ୍ରେମରେ ପଡ଼ି
ମନସାରା ଖେଳେ ମୋ ଖୁସି ଲହରୀ
ତୁ କି ଯାଦୁ କରିଦେଲୁ କହନା
हौले-हौले ହେଇଗଲା ନୁଆଁ ତାର ନାଁ
सुफ़ियाना, इश्क़ सुफ़ियाना
ଏମିତିକା ବାସ୍ନା ତୁ ଛୁଇଁଲେ ଥରେ
ଭିତରୁ ମହକେ ମୁଁ, ଲାଜରେ ମରେ
ସବୁ ଋତୁ ଲାଗେ ପ୍ରେମର ଫାଲଗୁନି
ହେନା ହେନା ବାସୁଛି ମୁଁ ଧୀରେ-ଧୀରେ
ହଁ, ଏମିତିକା ଅବସ୍ଥା ତୁ ଛୁଇଁଲେ ଥରେ
ଭିତରୁ ମହକେ ମୁଁ, ଲାଜରେ ମରେ
ସବୁ ଋତୁ ଲାଗେ ପ୍ରେମର ଫାଲଗୁନି
ହେନା ହେନା ବାସୁଛି ମୁଁ ଧୀରେ-ଧୀରେ
ହୋ, ଏମିତି ମହୁରେ ତୁ ଫେଣ୍ଟିଲୁ ମୋତେ
ସବୁବକଥା ଲାଗେ ହାଏ, ଗୀତଟେ ସତେ
ଆରେ କି ସୁର ଶୁଣେଇଲୁ କହନା
हौले-हौले ହେଇଗଲା ନୁଆଁ ତାର ନାଁ
सुफ़ियाना, इश्क़ सुफ़ियाना
ହୁଁ, ରଙ୍ଗୋଲି କରିଛୁ ତୁ ରଙ୍ଗରେ ତୋର
ଆଇନା ଦେଖୁଛି ମୁଁ ହଜାରେ ଥର
ଅଲିଅଳି ଏଇ ପିଲାଦିନ ମନ
ମାନୁନାହିଁ ବୋଲ ସେ କାହିଁକି ମୋର?
ହୁଁ, ରଙ୍ଗୋଲି କରିଛୁ ତୁ ରଙ୍ଗରେ ତୋର
ଆଇନା ଦେଖୁଛି ମୁଁ ହଜାରେ ଥର
ଅଲିଅଳି ଏଇ ପିଲାଦିନ ମନ
ମାନୁନାହିଁ ବୋଲ ସେ କାହିଁକି ମୋର?
ଓ, ନିଦୁଆ ନିଦୁଆ ହଁ ଲାଗୁଛି ଦିନ
ଦିନରେ ଦେଖୁଛି ମୁଁ ହଜାରେ ସ୍ବପ୍ନ
ହାଏ, କି ଛୁଆଁ ଛୁଇଁଦେଲୁ କହନା
हौले-हौले ହେଇଗଲା ନୁଆଁ ତାର ନାଁ
सुफ़ियाना, इश्क़ सुफ़ियाना
सुफ़ियाना, इश्क़ सुफ़ियाना
सुफ़ियाना, इश्क़ सुफ़ियाना



Autor(en): Abhijit Majumdar


Attention! Feel free to leave feedback.