Babusan feat. Nibedita - Hrudaya Bichara Songtexte

Songtexte Hrudaya Bichara - Nibedita , Babusan




ହୃଦୟ ବିଚରା ଖୋଜେ ତୋ ସାହାରା
ହୃଦୟ ବିଚରା ଖୋଜେ ତୋ ସାହାରା
ହୃଦୟ ବିଚରା ଖୋଜେ ତୋ ସାହାରା
ଏକା-ଏକା ମୁଁ ଅଧୁରା, ନଈକୂଳ କି किनारा
ଜଳେ ରାତିସାରା
ଖୋଜେ ମୁଁ, ଖୋଜେ ମୁଁ
କଉଠି ତୁ? କଉଠି ତୁ?
ଛାତିତଳେ ତୋର କରିଛି ମୁଁ ଘର
ଖୋଜିଲେ ପାଇବୁ ହୃଦୟରେ ତୋର
ପାଖେ-ପାଖେ ଅଛି ମୁଁ
ଖୋଜେ ମୁଁ, ଖୋଜେ ମୁଁ
କଉଠି ତୁ? କଉଠି ତୁ?
ହୃଦୟ ବିଚରା ଖୋଜେ ତୋ ସାହାରା
ରକତ ଝରାଏ ଚଲାପଥ ମୋର
କଣ୍ଟା ଖାଲି ବାଟସାରା
ରକତ ଝରାଏ ଚଲାପଥ ମୋର
କଣ୍ଟା ଖାଲି ବାଟସାରା
ବିରହ ନିଆଁରେ କୁହୁଳି-କୁହୁଳି
ଜଳୁଛି ମୁଁ ରାତିସାରା, ଜଳୁଛି ମୁଁ ରାତିସାରା
ସଞ୍ଜ ଆସେ ନଇଁ, ଜହ୍ନ ଆସେ ଉଇଁ
କହିବାକୁ ଖାଲି ମୁଁ ତୋରି ପାଇଁ
ପାଖେ-ପାଖେ ଅଛି ମୁଁ
ଖୋଜେ ମୁଁ, ଖୋଜେ ମୁଁ
କଉଠି ତୁ? କଉଠି ତୁ?
ହୃଦୟ ବିଚରା ଖୋଜେ ତୋ ସାହାରା
ମନ ମୋ କହୁଛି ଏଇଠି କଉଠି
ପାଖେ-ପାଖେ ଅଛୁ ମୋର
ମନ ମୋ କହୁଛି ଏଇଠି କଉଠି
ପାଖେ-ପାଖେ ଅଛୁ ମୋର
କେମିତି ଜାଣିବି କଉବାଟେ ଗଲେ
ଦେଖାହେବ ପୁଣି ତୋର, ଦେଖାହେବ ପୁଣି ତୋର
ସପନର ପଥେ ଚାହିଁଛି ମୁଁ ତତେ
ହାତଧରି ମୋର ନେଇଯାରେ ମତେ
ପାଖେ-ପାଖେ ଅଛି ମୁଁ
ଖୋଜେ ମୁଁ, ଖୋଜେ ମୁଁ
କଉଠି ତୁ? କଉଠି ତୁ?
ହୃଦୟ ବିଚରା ଖୋଜେ ତୋ ସାହାରା
ହୃଦୟ ବିଚରା ଖୋଜେ ତୋ ସାହାରା



Autor(en): Bikash Das, Srikant Gautam


Babusan feat. Nibedita - Lekhu Lekhu Lekhi Deli (Original Motion Picture Soundtrack)
Album Lekhu Lekhu Lekhi Deli (Original Motion Picture Soundtrack)
Veröffentlichungsdatum
14-08-2014



Attention! Feel free to leave feedback.