Humane Sagar feat. Aseema Panda - Tu Mo Manara Raja Songtexte

Songtexte Tu Mo Manara Raja - Humane Sagar , Aseema Panda




ଆଜି ମୁଁ ବହୁତ ଖୁସି
(ମୋ ମନର ରାଜା ଆମ ଘରକୁ ଆସୁଛନ୍ତି)
(ଆପଣମାନେ ଭାବୁଥିବେ କିଏ ମୋ ମନର ରାଜା)
(କିଏ ବା ହେଇଥିବ?)
(ମୋ ଗେହ୍ଲି ଭାଉଜଙ୍କ ଗେହ୍ଲା ଭାଇ)
ନାନା-ନା-ନା, ଓ-ଓ
ନାନା-ନା-ନା
ତୁ ମେଘ ନା? ମାଘ ନା? ମେଘ ମଲ୍ହାର?
ତୁ ହୀରା ନା? ତାରା ନା? ମୋତି ସହର?
ହୁଁ, ତୁ ମେଘ ନା? ମାଘ ନା? ମେଘ ମଲ୍ହାର?
ତୁ ହୀରା ନା? ତାରା ନା? ମୋତି ସହର?
ସୁନା ଠାରୁ ବେଶୀ ଦାମୀ, ପ୍ରେମ ତୋର ମଉସୁମୀ
ଭଲଲାଗେ ମୋତେ କାଇଁ ତୋର ସେଇ ପାଗଳାମି
ହେଲି ତୋ ପ୍ରେମ ବାୟାଣୀ
ମୁଁ ତୋ ମନର ରାଜା, ତୁ ମୋ ହୃଦୟ ରାଣୀ
ତୁ ମୋ ମନର ରାଜା, ମୁଁ ତୋ ହୃଦୟ ରାଣୀ
ଛାତିର ଚାରିଆଡେ ଲେଖିଛି ସାଥି ତୋ ନାଁ, ତୋ ନାଁ
ହୋ, ଅଜାଣତେ ଠିକଣା ମୋ ହେଇ ଯାଇଛି ତୋ ଗାଁ, ତୋ ଗାଁ
ହୋ, ଛାତିର ଚାରିଆଡେ ଲେଖିଛି ସାଥି ତୋ ନାଁ, ତୋ ନାଁ
ହୋ, ଅଜାଣତେ ଠିକଣା ମୋ ହେଇ ଯାଇଛି ତୋ ଗାଁ, ତୋ ଗାଁ
ଆମ ଗାଁ ବୋହୂ ହବୁ, ଓଢଣା ତୁ ଦେଇଥିବୁ
ସଵାରୀରେ ନେଇଯିବୁ, ଛାତିତଳେ ସାଇତିବୁ
ଖୋଲିବୁ କେବେ ଓଢଣୀ?
ମୁଁ ତୋ ମନର ରାଜା, ତୁ ମୋ ହୃଦୟ ରାଣୀ
ହଁ, ତୁ ମୋ ମନର ରାଜା, ମୁଁ ତୋ ହୃଦୟ ରାଣୀ
ଓ, ଅମାନିଆଁ ମନ ମା ଡାକୁଚି ତୋତେ ଆ-ଆ, ତୁ ଆ-ଆ
ତୋ ବିନା ସବୁ ଥାଇ ଲାଗେ ରେ ମୋତେ ଖାଁ-ଖାଁ, ଖାଁ-ଖାଁ
ହୋ, ଅମାନିଆଁ ମନ ମା ଡାକୁଚି ତୋତେ ଆ-ଆ, ତୁ ଆ-ଆ
ଓ, ତୋ ବିନା ସବୁ ଥାଇ ଲାଗେ ରେ ମୋତେ ଖାଁ-ଖାଁ, ଖାଁ-ଖାଁ
ପାଖରେ ତୁ ଅଛୁ ବୋଲି ସବୁ ଖୁସି ପାଇଗଲି
ଫେରିବାର ବାଟ ଭୁଲି ମନରେ ତୋ ପାଦ ଦେଲି
ତୋ ବିନା କିଛି ଚାହୁଁନି
ତୁ ମୋ ମନର ରାଜା, ମୁଁ ତୋ ହୃଦୟ ରାଣୀ
ମୁଁ ତୋ ମନର ରାଜା, ତୁ ମୋ ହୃଦୟ ରାଣୀ
(ହଉ ଶୁଣ, ଭଲରେ ଭଲରେ ଯିବୁ)
(ହଁ, ଅପା)
(ଏ ହିରୋ, ଏକା କୁଆଡେ ଯାଉଛୁ?)
(ଆମ ପାଗେଳିକି ସାଙ୍ଗରେ କେବେ ନେବୁ?)
ତୁ ମୋ ମନର ରାଜା, ମୁଁ ତୋ ହୃଦୟ ରାଣୀ
ଆ, ମୁଁ ତୋ ମନର ରାଜା, ତୁ ମୋ ହୃଦୟ ରାଣୀ




Attention! Feel free to leave feedback.