Humane Sagar - Queen Title Song Songtexte

Songtexte Queen Title Song - Malaya Mishra




ହେ-ହେ-ହୋ
ହେ-ହେ-ହୋ
କିଏ ସେ ପାରିବ ରୋକି? ରୋକି, ରୋକି
କିଏ ସେ ପାରିବ ରୋକି ନଦୀର ଗତିକୁ?
କିଏ ସେ ପାରିବ ରୋକି? ରୋକି, ରୋକି
କିଏ ସେ ପାରିବ ରୋକି ନଦୀର ଗତିକୁ?
କିଏ ସେ ପାରିବ ସହି ନିଆଁର ତାତିକୁ?
ପଞ୍ଜୁରୀ ଫିଟେଇ, ସୁନାର ଚଢ଼େଇ
ଯାଏ ଉଡ଼ି-ଉଡ଼ି ଆକାଶକୁ ଛୁଇଁ
ସେ ଆକାଶେ ଲେଖିବାକୁ ତା ନିଜ କାହାଣୀ
Queen ସେ queen
Queen ସେ queen
Queen ସେ queen
Queen ସେ queen
ଫୁଲର ମହକ ହାତ ପାପୁଲିରେ
ମୁଠେଇ ହୁଏନା ଧରି, ମୁଠେଇ ହୁଏନା ଧରି
ଜହ୍ନର ଚମକ ଝରି-ଝରି ଯାଏ
ବଉଦ ପାରେନା ଫେରି, ବଉଦ ପାରେନା ଫେରି
ନିଜ ଭିତରେ ତା ନିଜର ଠିକଣା
ନିଜେ ସେ ବିଶ୍ୱାସ ନିଜେ ସମ୍ଭାବନା
ନିଜ ବିଶ୍ୱାସରେ ସିଏ ଶକ୍ତି-ସ୍ୱରୂପିଣୀ
Queen ସେ queen
Queen ସେ queen
Queen ସେ queen
Queen ସେ queen
ଯଉ ଆଖିଧାରେ ଲୁଚିଥାଏ ଲୁହ
ସେ ଆଖି ଦେଖେ ସ୍ବପ୍ନ, ସେ ଆଖି ଦେଖେ ସ୍ବପ୍ନ
ହୋ, ତା ଭିତରେ ଅଛି ସବୁର ଉତ୍ତର
ସେ କେବେ ନୁହଁଇ ପ୍ରଶ୍ନ, ସେ କେବେ ନୁହଁଇ ପ୍ରଶ୍ନ
ନିଜେ ସେ ବାଟ, ନିଜେ ସେ ଠିକଣା
ନିଜ ଚେହେରାର ନିଜେ ସେ ଆଇନା
ନିଜ ଅକ୍ଷରରେ ଲେଖେ ନିଜର ଜୀବନୀ
Queen ସେ queen
Queen ସେ queen
Queen ସେ queen
Queen ସେ queen
Queen ସେ queen
Queen ସେ queen
Queen ସେ queen
Queen ସେ queen





Attention! Feel free to leave feedback.