Nibedita feat. Sourin - Ki Kalu Ki Kalu Sathia Songtexte

Songtexte Ki Kalu Ki Kalu Sathia - Nibedita & Sourin




କି କଲୁ? କି କଲୁ? ପ୍ରିୟା
ନେଲୁ ତୁ ଚୋରେଇ ମୋ जिया
କି କଲୁ? କି କଲୁ? साथिया
ନେଲୁ ତୁ ଚୋରେଇ ମୋ जिया
ତୋ ପାଇଁ ବଦନାମ୍, ଗୁମନାମ୍
ତୋ ପାଇଁ ଗୁମନାମ୍, ବଦନାମ୍
ଧିରେ-ଧିରେ ସାଜିଲୁ ତୁ ମୋ ଦୁନିଆଁ, ତୁ ମୋ ଦୁନିଆଁ
କି କଲୁ? କି କଲୁ? साथिया
ନେଲୁ ତୁ ଚୋରେଇ ମୋ जिया
पिया और पिया
पिया और पिया
ଟିମଟିମ୍ ଆଖିରେ ତୋର ଝାପସା ଦୁଷ୍ଟାମୀ
ଗୁମସୁମ୍ ମନରେ ଖେଳେ ମିଠା ସୁନାମୀ
ଗୋଲମାଲ୍ ଲାଗେ ସମୟ ତୋ ଛୁଆଁରେ
ଭୁଲଭାଲ୍ ହୁଏ ମୋ ରାତି ତୋ ନାଆଁରେ
ଆସ୍ତେ-ଆସ୍ତେ କୁହୁଳେ ମନରେ ନିଆଁ, ମନରେ ନିଆଁ
କି କଲୁ? କି କଲୁ? साथिया
ନେଲୁ ତୁ ଚୋରେଇ ମୋ जिया
କି କଲୁ? କି କଲୁ? ପ୍ରିୟା
ନେଲୁ ତୁ ଚୋରେଇ ମୋ जिया
(ଗାପା-ରିନି-ନିସା-ସା-ସା-ନିସା-ସା-ସା-ନିସା-ସା-ସା-ନିସା-ସାର-ଗାରେ-ସାନି-ସାନି-ପାଦାଗା)
(ଗାପା-ରିନି-ନିସା-ସା-ସା-ନିସା-ସା-ସା-ନିସା-ସା-ସା-ନିସା-ପାଗା)
ଚକମକ୍ ଚମକେ ପ୍ରେମ ହୃଦୟ ଘରେ
ଝିଲମିଲ୍ କରେ ସପନ ବିନା ରଙ୍ଗରେ
ଧକଧକ୍ ହୁଏ ସ୍ପନ୍ଦନ ରିମଝିମ୍ କଥାରେ
ହଲଚଲ୍ ହୁଏ ଜୀବନ ଫୁଲହାଟରେ
ଧିମା-ଧିମା ହସରେ କଲୁ କିମିଆଁ, କଲୁ କିମିଆଁ
କି କଲୁ? କି କଲୁ? ପ୍ରିୟା
ନେଲୁ ତୁ ଚୋରେଇ ମୋ जिया
କି କଲୁ? କି କଲୁ? साथिया
ନେଲୁ ତୁ ଚୋରେଇ ମୋ जिया
ତୋ ପାଇଁ ବଦନାମ୍, ଗୁମନାମ୍
ତୋ ପାଇଁ ଗୁମନାମ୍, ବଦନାମ୍
ଧିରେ-ଧିରେ ସାଜିଲୁ ତୁ ମୋ ଦୁନିଆଁ, ତୁ ମୋ ଦୁନିଆଁ
କି କଲୁ? କି କଲୁ? साथिया
ନେଲୁ ତୁ ଚୋରେଇ ମୋ जिया
पिया और पिया
पिया और पिया



Autor(en): Bikash Das, Goswami Dibyasingh Dev


Nibedita feat. Sourin - Tu Je Sehi (Original Motion Picture Soundtrack)
Album Tu Je Sehi (Original Motion Picture Soundtrack)
Veröffentlichungsdatum
25-12-2015



Attention! Feel free to leave feedback.