Lyrics and translation Abhijit Majumdar - Ore Dilnashi
Добавлять перевод могут только зарегистрированные пользователи.
ମତେ
ତୁ
ତୋ
ମନରେ
ଟୋପା-ଟୋପା
ମେଘ
କରିଦେ
Fais-moi
devenir
les
nuages
gris
dans
ton
cœur
ମତେ
ତୁ
ତୋ
ପ୍ରେମର
ଛିଟା-ଛିଟା
ରଙ୍ଗ
କରିଦେ
Fais-moi
devenir
les
éclaboussures
de
couleurs
de
ton
amour
ମତେ
ତୁ
ତୋ
ମନରେ
ଟୋପା-ଟୋପା
ମେଘ
କରିଦେ
Fais-moi
devenir
les
nuages
gris
dans
ton
cœur
ମତେ
ତୁ
ତୋ
ପ୍ରେମର
ଛିଟା-ଛିଟା
ରଙ୍ଗ
କରିଦେ
Fais-moi
devenir
les
éclaboussures
de
couleurs
de
ton
amour
ଓରେ
दिलनशीं,
ଓରେ
दिलनशीं
Oh,
mon
amour,
oh,
mon
amour
ନିଦ
କାଇଁ
ଚୋରିକଲୁ?
ସ୍ବପ୍ନ
ଟିକେ
ଭରିଦେ
Pourquoi
as-tu
volé
mon
sommeil
? Remplis-moi
de
rêves
ମତେ
ତୁ
ତୋ
ଜୀବନେ
ଛୋଟ-ଛୋଟ
ଖୁସି
କରିଦେ
Fais-moi
devenir
de
petites
joies
dans
ta
vie
ମତେ
ତୁ
ତୋ
ଓଠରେ
ସାତ
ସୁର
ବଂଶୀ
କରିଦେ
Fais-moi
devenir
la
flûte
à
sept
notes
de
tes
lèvres
ଭିଡ଼
ଭିତରେ
ଭଲ
ଲାଗେ
ରେ
କାଇଁ
ତୋ
ଚେହେରା?
Pourquoi
ton
visage
me
plaît-il
dans
la
foule
?
ଅଳ୍ପ
ମୁହୂର୍ତ୍ତ
ତୋ
ସାଥେ
ଦେଖା
ଲାଗେ
ରେ
ନିଆରା
Un
bref
moment
avec
toi
me
semble
unique
ହଁ,
ତୋରି
ନାଆଁରେ
ସ୍ପନ୍ଦନ
ଚାଲେ,
ପଡ଼େ
ମୋ
ପଲକ
Oui,
mon
cœur
bat
à
ton
nom,
mes
paupières
tombent
ଲାଗୁଛି
ସତେ
କେବେଠୁ
ଥିଲା
ଆମ
ଏ
ସମ୍ପର୍କ
Il
semble
que
notre
connexion
existe
depuis
toujours
ଓରେ
हमनशीं,
ଓରେ
हमनशीं
Oh,
mon
amour,
oh,
mon
amour
ଆଜି
ସେ
ସମ୍ପର୍କର
ନାଁ
ଗୋଟେ
ଦେଇଦେ
Donne
un
nom
à
cette
connexion
aujourd'hui
ମତେ
ତୁ
ତୋ
ବାଟରେ
ଚୁନା-ଚୁନା
ଛାଇ
କରିଦେ
Fais-moi
devenir
l'ombre
douce
sur
ton
chemin
ମତେ
ତୁ
ତୋ
ହସର
ମିଠା-ମିଠା
ନଈ
କରିଦେ
Fais-moi
devenir
la
douce
rivière
de
ton
sourire
ଛାତି
ଭିତରେ
ଦେଇଛୁ
ତୋଳି
ପ୍ରେମର
ଉଆସ
Tu
as
allumé
le
feu
de
l'amour
dans
ma
poitrine
ହୃଦୟେ
ମୋର
ତୁ
ଅଛୁ
ବୋଲି
ଚାଲେ
ମୋ
ନିଶ୍ବାସ
Mon
cœur
respire,
sachant
que
tu
es
là
ହଁ,
ସେ
ଲାଗି
ଆଜି
ଚୁପି-ଚୁପିକା
କହେ
ମୋ
ହୃଦୟ
Oui,
mon
cœur
murmure
secrètement
aujourd'hui
ତୋ
ପାଖେ
ସତେ
ଅଟକି
ଯାଉ
ଏମିତି
ସମୟ
Le
temps
semble
s'arrêter
près
de
toi
ଓରେ
दिलनशीं,
ଓରେ
दिलनशीं
Oh,
mon
amour,
oh,
mon
amour
ସବୁ
ଜନମରେ
ମୋର
ହବୁ
ବୋଲି
କହିଦେ
Dis-moi
que
je
serai
à
toi
dans
toutes
les
vies
ମତେ
ତୁ
ତୋ
ପାଇଁକି
ଝୁମା-ଝୁମା
ରାତି
କରିଦେ
Fais-moi
devenir
la
nuit
scintillante
pour
toi
ମତେ
ତୁ
ତୋ
ସକାଳେ
ଅସରନ୍ତି
ମୋତି
କରିଦେ
Fais-moi
devenir
la
perle
scintillante
de
ton
matin
Rate the translation
Only registered users can rate translations.
Writer(s): Abhijit Majumdar
Attention! Feel free to leave feedback.