Lyrics Tate Paiba Paain F - Sriya Mishra
ତତେ ପାଇବା ପାଇଁ କିଛିବି କରିପାରେ
ତୋ ପାଇଁ ହସି ହସି ଜୀବନ ଦେଇପାରେ
ତତେ ପାଇବା ପାଇଁ କିଛିବି କରିପାରେ
ତୋ ପାଇଁ ହସି ହସି ଜୀବନ ଦେଇପାରେ
ତୁ ଖାଲି ତୁ ମୋର, ଭାବିନେଇଚି ମନେ
ख़ुदा ଠୁ ଛଡ଼େଇ ତତେ ଆଣିବି ଦିନେ
ଆସିବୁ ବୋଲି ମୋ ଛାତି ତଳେ ଖାଲି ରଖିଛି ଜାଗା
सावरे-सावरे, तोसे नैना लगा
सावरे-सावरे, तोसे नैना लगा
सावरे-सावरे, तोसे नैना लगा
सावरे-सावरे, तोसे नैना लगा
ଦିନ ସରିଯାଏ, ତତେ ଚାହିଁକି ରେ
ରାତି ପାହିଯାଏ, ତତେ ଭାବିକି ରେ
ଆସିଲୁ ତୁ ଯେବେ ମୋ जिंदगी ରେ
ହେଇଚି ଦିୱାନୀ ମୁଁ ତୋ ଲାଗି ରେ
ଜାଣେନା ଜାଣେନା, ଆଉ ତୋ'ବିନା କିଛି
ଅନେକ ଭିଡ଼ରୁ ତତେ ନେଇଚି ବାଛି
ସ୍ୱପ୍ନରେ ମୋର, ସାମ୍ନାରେ ମୋର, ଲାଗିଲୁ ତୁ ଅଲଗା
सावरे-सावरे, तोसे नैना लगा
सावरे-सावरे, तोसे नैना लगा
सावरे-सावरे, तोसे नैना लगा
सावरे-सावरे, तोसे नैना लगा
ତୁ କହିବୁ ଯଦି ଭଲପାଇ ଥରେ
ମୋ ହୃଦୟ କାଢ଼ି ତତେ ଦେଇପାରେ
ମାଗିବୁ ତୁ ଯଦି ଜିଦ୍ଦିକରି ଥରେ
ଜୀବନଦେବି ତୋ ହାତ ପାପୁଲିରେ
ପାରିବିନାହିଁ ମୁଁ ତତେ କା'ସାଥେ ଦେଖି
ଦୁରେଇ ଗଲେ ତୁ, ତତେ ଖୋଜିବ ଆଖି
ତୋ ପ୍ରେମ ସାଥି, ମୋ ପାଇଁ ହାଏ ସବୁଠାରୁ ମହଙ୍ଗା
सावरे-सावरे, तोसे नैना लगा
सावरे-सावरे, तोसे नैना लगा
सावरे-सावरे, तोसे नैना लगा
सावरे-सावरे, तोसे नैना लगा
Attention! Feel free to leave feedback.