Humane Sagar feat. Sital Kabi - Hatare Re To Hata De paroles de chanson

paroles de chanson Hatare Re To Hata De - Humane Sagar , Sital Kabi




ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର
ମିଶେଇ ତୁ ଦେ
ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର
ମିଶେଇ ତୁ ଦେ
ଆଜି କହୁଚି, କହୁଚି ମୁଁ ଭଲପାଉଚି
ତତେ ରାଣୀ କରି ରଖିବି ମୁଁ କଥା ଦଉଚି
ଆଜି କହୁଚି, କହୁଚି ମୁଁ ଭଲପାଉଚି
ତତେ ପ୍ରେମ ପାଇଁ ଅନୁମତି ଦେଇଦେଇଚି
ଚାହିଁଦେଲେ ହୃଦୟରେ କିଛି ହଉଚି (କିଛି ହଉଚି)
ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର
ମିଶେଇ ତୁ ଦେ
ମୋତି, ତୁ ହୀରା-ମୋତି
ସେଥିପାଇଁ ମନେ ଦେଲି ମୁଁ ସାଇତି, ମୁଁ ସାଇତି
ରାତି, ରାତି ଯାଏ ବିତି
ସାରାରାତି ଚେଇଁ ଚେଇଁ ମୁଁ ଭାବୁଛି, ମୁଁ ଭାବୁଛି
ଆଜି କହୁଚି, କହୁଚି ମୁଁ ଭଲପାଉଚି
ତତେ ପାଖେ ପାଇ ଆଜିକାଲି ସବୁ ଭୁଲିଚି
ଅଦିନରେ ଇନ୍ଦ୍ରଧନୁ ଝଲସି ଯାଉଚି (ଝଲସି ଯାଉଚି)
ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର
ମିଶେଇ ତୁ ଦେ
ଲାଖି, ଆଖି ଯାଏ ଲାଖି
ଦେଖିଦେଲି ଥରେ ହାଏ, ତୋ ସଉକି, ତୋ ସଉକି
ବାଛି, ଆଣିଛି ମୁଁ ବାଛି
ଦୁନିଆଁରୁ ଖୋଜି ତତେ ମୁଁ ପରଖି, ମୁଁ ପରଖି
ଆଜି କହୁଚି, କହୁଚି ମୁଁ ଭଲପାଉଚି
ତୋ ହାତେ ଦେବି ଚାନ୍ଦ ଆଣି କଥାଦଉଚି
ଶର୍ମିଲି ଦେହରୁ ତୋ ମୁକ୍ତା ଝରୁଚି (ମୁକ୍ତା ଝରୁଚି)
ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର
ମିଶେଇ ତୁ ଦେ
ହାତରେ ତୋ ହାତ ଦେ
ଥରେ ମୋତେ ଛୁଇଁଦେ
ନଜରରେ ନଜର
ମିଶେଇ ତୁ ଦେ



Writer(s): Bimugdha Das, Soumya Ranjan Bal



Attention! N'hésitez pas à laisser des commentaires.