Добавлять перевод могут только зарегистрированные пользователи.
Sabu Sahi Jae
Alles ertragen
ସବୁ
ସହିଯାଏ
Du
erträgst
alles
କିଛି
କହେ
ନାହିଁ
Sagst
nichts
dazu
ସବୁ
ଯାଚିଦିଏ
Bittest
um
alles
କିଛି
ମାଗେ
ନାହିଁ
Verlangst
nichts
dafür
ତଥାପି
ତା
ଲୁହ
ଚାପି
ଲେଖେ
ଶଙ୍ଖା
ସିନ୍ଦୂରର
କାହାଣୀ
Doch
verbirgst
du
deine
Tränen
und
schreibst
die
Geschichte
von
Sindoor
und
Muschel
କିଏ
ଦେଲା?
କିଏ
ଦେଲା?
Wer
gab
es?
Wer
gab
es?
କିଏ
ଦେଲା?
କିଏ
ଦେଲା?
Wer
gab
es?
Wer
gab
es?
କିଏ
ଦେଲା
ତା
ନାଁ
କେଜାଣି
Wer
gab
wohl
deinen
Namen?
"ଘରଣୀ,
ଘରଣୀ"
"Hausfrau,
Hausfrau"
"ଘରଣୀ,
ଘରଣୀ"
"Hausfrau,
Hausfrau"
ସେବା
ସିଏ
କରିଚାଲେ,
ସତେ
କି
ଦାସୀ
ଯେମିତି
Du
dienst
wie
eine
Dienerin
ଦାସୀ
ଯେମିତି
wie
eine
Dienerin
ବୁଦ୍ଧିମତୀ
ବୁଦ୍ଧି
ଦିଏ,
ଯେମିତି
ଦିଅଇ
ମନ୍ତ୍ରୀ
Gebst
klugen
Rat
wie
ein
Minister
ସେବା
ସିଏ
କରିଚାଲେ,
ସତେ
କି
ଦାସୀ
ଯେମିତି
Du
dienst
wie
eine
Dienerin
ଦାସୀ
ଯେମିତି
wie
eine
Dienerin
ବୁଦ୍ଧିମତୀ
ବୁଦ୍ଧି
ଦିଏ,
ଯେମିତି
ଦିଅଇ
ମନ୍ତ୍ରୀ
Gebst
klugen
Rat
wie
ein
Minister
ଖୁଆଇଲା
ବେଳେ,
ମାଆ
ହେଇଯାଏ
Beim
Füttern
wirst
du
zur
Mutter
ଶୟନ
କାଳରେ
ରମ୍ଭା
ସାଜେ
ସିଏ
Zur
Schlafenszeit
zur
Schönheit
ଅସରନ୍ତି
ପ୍ରେମ
ତାର
ନଈ
ପରି
ବହୁଥାଏ
ଉଜାଣି
Deine
grenzenlose
Liebe
fließt
wie
ein
ewiger
Fluss
କିଏ
ଦେଲା?
କିଏ
ଦେଲା?
Wer
gab
es?
Wer
gab
es?
କିଏ
ଦେଲା?
କିଏ
ଦେଲା?
Wer
gab
es?
Wer
gab
es?
କିଏ
ଦେଲା
ତା
ନାଁ
କେଜାଣି
Wer
gab
wohl
deinen
Namen?
"ଘରଣୀ,
ଘରଣୀ"
"Hausfrau,
Hausfrau"
"ଘରଣୀ,
ଘରଣୀ"
"Hausfrau,
Hausfrau"
ପଥରକୁ
ଫୁଲ
ଭାବି
କାନିରେ
ଆଣେ
ସାଉଁଟି
Stein
als
Blume
denkend
trägst
du
ihn
im
Schoß
ଆଣେ
ସାଉଁଟି
trägst
ihn
im
Schoß
ଅକୁହା
କଥାକୁ
ତାର
ପାରେନା
କହି
କୋଉଠି
Ungesagte
Worte
find
nirgendwo
Platz
ପଥରକୁ
ଫୁଲ
ଭାବି
କାନିରେ
ଆଣେ
ସାଉଁଟି
Stein
als
Blume
denkend
trägst
du
ihn
im
Schoß
ଆଣେ
ସାଉଁଟି
trägst
ihn
im
Schoß
ଅକୁହା
କଥାକୁ
ତାର
ପାରେନା
କହି
କୋଉଠି
Ungesagte
Worte
find
nirgendwo
Platz
ଦୁଃଖ
ବେଳେ
ବେଳେ
ତା
ଦେହ
ଗହଣା
In
Leiden
trägst
du
deinen
Schmuck
ଭାଗ୍ୟ
ବେଳେ
ବେଳେ
ତା
ନିଜ
ଠିକଣା
Im
Glück
bleibt
dein
Ort
verborgen
ଯା′
ବୋଲି
କହିଦେଲେ
ହସି
ହସି
ନେଇଯାଏ
ମେଲାଣି
Rufst
du
"gehe"
nimmst
lächelnd
Abschied
କିଏ
ଦେଲା?
କିଏ
ଦେଲା?
Wer
gab
es?
Wer
gab
es?
କିଏ
ଦେଲା?
କିଏ
ଦେଲା?
Wer
gab
es?
Wer
gab
es?
କିଏ
ଦେଲା
ତା
ନାଁ
କେଜାଣି
Wer
gab
wohl
deinen
Namen?
"ଘରଣୀ,
ଘରଣୀ"
"Hausfrau,
Hausfrau"
"ଘରଣୀ,
ଘରଣୀ"
"Hausfrau,
Hausfrau"
"ଘରଣୀ,
ଘରଣୀ"
"Hausfrau,
Hausfrau"
"ଘରଣୀ,
ଘରଣୀ"
"Hausfrau,
Hausfrau"
Évaluez la traduction
Seuls les utilisateurs enregistrés peuvent évaluer les traductions.
Writer(s): Arun Mantri, Malay Mishra
Attention! N'hésitez pas à laisser des commentaires.