Namita Agrawal - Mati Ghoda Mati Ghoda paroles de chanson

paroles de chanson Mati Ghoda Mati Ghoda - Namita Agrawal



ମାଟି ଘୋଡା ମାଟି ଘୋଡା
ଆରେ ଦେବି ସଜେଇ
ମାଟି ଘୋଡା ମାଟି ଘୋଡା
ଆରେ ଦେବି ସଜେଇ
ମୁଣ୍ଡରେ ତୋର ସିନ୍ଦୁର ଦେବି
ବେକରେ ତୋର ଘାଗୁଡ଼ି ଦେବି
ମୁଣ୍ଡରେ ତୋର ସିନ୍ଦୁର ଦେବି
ବେକରେ ତୋର ଘାଗୁଡ଼ି ଦେବି
ଘଟଗାଁ ଦେବି ପଠେଇ
ମାଟି ଘୋଡା ମାଟି ଘୋଡା
ଆରେ ଦେବି ସଜେଇ
ମାଟି ଘୋଡା ମାଟି ଘୋଡା
ଆରେ ଦେବି ସଜେଇ
ଲୋକେ କହନ୍ତି ମା ବୁଲନ୍ତି ନିସବଦ ହେଲେ ରାତି
ତାରିଣୀ ଘୋଡା ଘାଗୁଡ଼ି ପରା କିଏ କିଏ କେତେ ଶୁଣିଛନ୍ତି
ଲୋକେ କହନ୍ତି ମା ବୁଲନ୍ତି ନିସବଦ ହେଲେ ରାତି
ତାରିଣୀ ଘୋଡା ଘାଗୁଡ଼ି ପରା କିଏ କେତେ ଶୁଣିଛନ୍ତି
ମା କୁ ବୋହି ବୁଲିବୁ ତୁହି
ଘଟଗାଁ ବଣ ପାହାଡ ଡେଇଁ
ମା କୁ ବୋହି ବୁଲିବୁ ତୁହି
ଘଟଗାଁ ବଣ ପାହାଡ ଡେଇଁ
ଘାଗୁଡ଼ି ବଜେଇ ବଜେଇ
ମାଟି ଘୋଡା ମାଟି ଘୋଡା
ଆରେ ଦେବି ସଜେଇ
ମାଟି ଘୋଡା ମାଟି ଘୋଡା
ଆରେ ଦେବି ସଜେଇ
ସୁନାର ଘୋଡା, ରୁପାର ଘୋଡା ନାହିଁ ତାର ଦରକାର
ମାଟି ଘୋଡାରେ ଶରଧା ତାର ଜାଣିଚି ସାରା ସଂସାର
ସୁନାର ଘୋଡା, ରୁପାର ଘୋଡା ନାହିଁ ତାର ଦରକାର
ମାଟି ଘୋଡାରେ ଶରଧା ତାର ଜାଣିଚି ସାରା ସଂସାର
ମାଟି ଖଟରେ ହୋଇଛି ବିଜେ
ମାଟିଘଟକ ସେ ପାଇଁ ଖୋଜେ
ମାଟି ଖଟରେ ହୋଇଛି ବିଜେ
ମାଟିଘଟକ ସେ ପାଇଁ ଖୋଜେ
ଦବୁରେ ତା ମନ ମଜେଇ
ମାଟି ଘୋଡା ମାଟି ଘୋଡା
ଆରେ ଦେବି ସଜେଇ
ମାଟି ଘୋଡା ମାଟି ଘୋଡା
ଆରେ ଦେବି ସଜେଇ
ମୁଣ୍ଡରେ ତୋର ସିନ୍ଦୁର ଦେବି
ବେକରେ ତୋର ଘାଗୁଡ଼ି ଦେବି
ମୁଣ୍ଡରେ ତୋର ସିନ୍ଦୁର ଦେବି
ବେକରେ ତୋର ଘାଗୁଡ଼ି ଦେବି
ଘଟଗାଁ ଦେବି ପଠେଇ
ମାଟି ଘୋଡା ମାଟି ଘୋଡା
ଆରେ ଦେବି ସଜେଇ
ମାଟି ଘୋଡା ମାଟି ଘୋଡା
ଆରେ ଦେବି ସଜେଇ



Writer(s): Alekh Biswal


Namita Agrawal - Sindurabati
Album Sindurabati
date de sortie
26-05-2018




Attention! N'hésitez pas à laisser des commentaires.