Текст и перевод песни Debasish Mishra - A Mana Mora
Добавлять перевод могут только зарегистрированные пользователи.
ଫିକା
ଫିକା
ସପନ
ରେ
ଆସି
ଯାଉ
ଜେବେ
When
you
come
in
my
pale
dream
ହେଇ
ଯାଏ
ମୋର
ଅଧା
ରାତି
ପୁରା
My
midnights
fade
away
ସକାଳ
ର
ସୁରୁଜ
କୁ
କିଏ
ବା
ପଚାରେ
Who
blocks
the
morning
sun
ଶୋଇ
ଥାଏ
ଦେଖିବାକୁ
ତତେ
ରାତି
ସାରା
Watching
you
all
night
ଭଲ
କିଏ
ପାଇବନି
ମତେ
ତୋ
ପରି
I
can't
find
someone
special
like
you
ଲାଗେ
ମତେ
ମିଳିଗଲା
I
think
I've
found
you
ରାଜକୁମାରୀ...
My
princess...
ଜାଣି
ପାରୁନି
ମୁ
ଆଜି
କାଇଁ
I
don't
know
why
ତା
ଉତ୍ତର...
The
answer
is...
ଜାଣି
ପାରୁନି
ମୁ
ଆଜି
କାଇଁ
I
don't
know
why
ତା
ଉତ୍ତର...
The
answer
is...
ପାଖରେ
ମୋ
ରହି
ଲାଗୁ
ତୁ
ସ୍ବପ୍ନ
ଭଳି
You're
by
my
side,
a
dream
ହାତ
ଛାଡି
ନ
ଯିବାକୁ
କରେ
ମୁ
ଅଳି
I
beg
you
not
to
let
go
of
my
hand
ପାଖରେ
ମୋ
ରହି
ଲାଗୁ
ତୁ
ସ୍ବପ୍ନ
ଭଳି
You're
by
my
side,
a
dream
ହାତ
ଛାଡି
ନ
ଯିବାକୁ
କରେ
ମୁ
ଅଳି
I
beg
you
not
to
let
go
of
my
hand
ସକାଳ
ସୁରୁଜ
ତୁ
ମୋ
ରାତି
ର
ଜହ୍ନ
Morning
sun,
my
moon
of
the
night
ହଜାରେ
ମନ
ଭିତରେ
ତୁ
ମୋ
ଜୀବନ
Amongst
thousands,
you're
my
life
ଜାଣି
ପାରୁନି
ମୁ
ଆଜି
କାଇଁ
I
don't
know
why
ତା
ଉତ୍ତର...
The
answer
is...
ଜାଣି
ପାରୁନି
ମୁ
ଆଜି
କାଇଁ
I
don't
know
why
ତା
ଉତ୍ତର...
The
answer
is...
ଭାଙ୍ଗି
ଯିବ
ଏ
ସପନ
ଲାଗେ
ଭାରି
ଡର
I'm
afraid
this
dream
will
break
ଅଧା
ରହି
ଯିବ
ଏ
କାହାଣୀ
ତୋର
ମୋର
Our
story
will
remain
incomplete
ପାଖେ
ପାଖେ
ଥିବି
ତୋର
କରିବିନି
ପର
I
can't
fly
without
you
by
my
side
ରହି
ଥିବୁ
ତୁ
ଏମିତି
ଭାବନା
ରେ
ମୋର
Stay
in
my
thoughts
forever
ରହିବୁନି
ଜେବେ
ତୁ
ମୋ
ଜୀବନେ
You'll
always
be
in
my
life
ପାଇ
ଯିବି
ତତେ
ମୁ
I'll
find
you
ମୋ
ସପନେ...
In
my
dream...
ଜାଣି
ପାରୁନି
ମୁ
ଆଜି
କାଇଁ
I
don't
know
why
ତା
ଉତ୍ତର...
The
answer
is...
ଜାଣି
ପାରୁନି
ମୁ
ଆଜି
କାଇଁ
I
don't
know
why
ତା
ଉତ୍ତର...
The
answer
is...
Оцените перевод
Оценивать перевод могут только зарегистрированные пользователи.
Авторы: Zokor
Внимание! Не стесняйтесь оставлять отзывы.