Debasish Mishra - A Mana Mora текст песни

Текст песни A Mana Mora - Debasish Mishra




ଫିକା ଫିକା ସପନ ରେ ଆସି ଯାଉ ଜେବେ
ହେଇ ଯାଏ ମୋର ଅଧା ରାତି ପୁରା
ସକାଳ ସୁରୁଜ କୁ କିଏ ବା ପଚାରେ
ଶୋଇ ଥାଏ ଦେଖିବାକୁ ତତେ ରାତି ସାରା
ଭଲ କିଏ ପାଇବନି ମତେ ତୋ ପରି
ଲାଗେ ମତେ ମିଳିଗଲା
ରାଜକୁମାରୀ...
ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...
ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...
ପାଖରେ ମୋ ରହି ଲାଗୁ ତୁ ସ୍ବପ୍ନ ଭଳି
ହାତ ଛାଡି ଯିବାକୁ କରେ ମୁ ଅଳି
ପାଖରେ ମୋ ରହି ଲାଗୁ ତୁ ସ୍ବପ୍ନ ଭଳି
ହାତ ଛାଡି ଯିବାକୁ କରେ ମୁ ଅଳି
ସକାଳ ସୁରୁଜ ତୁ ମୋ ରାତି ଜହ୍ନ
ହଜାରେ ମନ ଭିତରେ ତୁ ମୋ ଜୀବନ
ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...
ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...
ଭାଙ୍ଗି ଯିବ ସପନ ଲାଗେ ଭାରି ଡର
ଅଧା ରହି ଯିବ କାହାଣୀ ତୋର ମୋର
ପାଖେ ପାଖେ ଥିବି ତୋର କରିବିନି ପର
ରହି ଥିବୁ ତୁ ଏମିତି ଭାବନା ରେ ମୋର
ରହିବୁନି ଜେବେ ତୁ ମୋ ଜୀବନେ
ପାଇ ଯିବି ତତେ ମୁ
ମୋ ସପନେ...
ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...
ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...



Авторы: Zokor



Внимание! Не стесняйтесь оставлять отзывы.