Добавлять перевод могут только зарегистрированные пользователи.
Tate Mu Kahin
Warum ich Dich liebe
ହେ-ହେ,
ଆହା-ହାହା,
ନା-ନା-ନା
He-he,
Aha-haha,
Na-na-na
ତତେ
ମୁଁ
କାହିଁ
ଏତେ
ଭଲପାଏ
ଜାଣେନା
Ich
weiß
nicht,
warum
ich
dich
so
sehr
liebe
ଗୋଟେ
ମୁହୂର୍ତ୍ତ
ବି
ଜିଇଁ
ହୁଏନା
ତୋ
ବିନା
Ich
kann
keinen
einzigen
Moment
ohne
dich
leben
ହୋ-ଓ,
ତତେ
ମୁଁ
କାହିଁ
ଏତେ
ଭଲପାଏ
ଜାଣେନା
Oh,
ich
weiß
nicht,
warum
ich
dich
so
sehr
liebe
ଗୋଟେ
ମୁହୂର୍ତ୍ତବି
ଜିଇଁ
ହୁଏନା
ତୋ
ବିନା
Ich
kann
keinen
einzigen
Moment
ohne
dich
leben
Oh
my
ମଇନା
Oh
mein
Liebster
You
don't
know
how
much
I
love
you
Du
weißt
nicht,
wie
sehr
ich
dich
liebe
सुन्ले
ଓ
ଜାନା
Hör
zu,
oh
mein
Schatz
I
can't
live
just
without
you
Ich
kann
einfach
nicht
ohne
dich
leben
ନିଜ
ଛାଇ
କି
ଦେଖିଲେ
ଲାଗୁଛୁ
ତୁ
Wenn
ich
meinen
eigenen
Schatten
sehe,
erscheinst
du
mir
ଏମିତି
କାହିଁ
କହନା,
ହୋ-ଓ
Sag,
warum
ist
das
so,
oh-oh
ତତେ
ମୁଁ
କାହିଁ
ଏତେ
ଭଲପାଏ
ଜାଣେନା
Ich
weiß
nicht,
warum
ich
dich
so
sehr
liebe
ଗୋଟେ
ମୁହୂର୍ତ୍ତ
ବି
ଜିଇଁ
ହୁଏନା
ତୋ
ବିନା
Ich
kann
keinen
einzigen
Moment
ohne
dich
leben
ହୋ
ଛାତିର
ସ୍ପନ୍ଦନ
ଯାଏ
ଆସେ
ଯେତେ
ଥର
So
oft
mein
Herz
schlägt
ତୋ
କଥା
ମୋର
ମନେ
ପଡେ
ସେତେ
ଥର
So
oft
denke
ich
an
dich
ହୋ
ପ୍ରତି
ପଲକ
ମୋ
ଖୋଜୁଥାଏ
ଖାଲି
ତତେ
Oh,
jeder
Augenblick
sucht
nur
nach
dir
ଥରୁ
ଟେ
ଦେଖିଲେ
ସ୍ବର୍ଗ
ମିଳିଯାଏ
ମତେ
Wenn
ich
dich
nur
einmal
sehe,
fühlt
es
sich
an
wie
der
Himmel
ମୁଁ
ତୋର
ମଇନା
Ich
bin
deine
Liebste
You
don't
know
how
much
I
love
you
Du
weißt
nicht,
wie
sehr
ich
dich
liebe
सुन्ले
ଓ
ଜାନା
Hör
zu,
oh
mein
Schatz
I
can't
live
just
without
you
Ich
kann
einfach
nicht
ohne
dich
leben
ଲାଗେ
ମୋରି
ପାଇଁ
ଆସିଛୁ
ତୁ
Es
scheint,
als
wärst
du
nur
für
mich
gekommen
ଏମିତି
କାଇଁ
କହନା,
ହୋ-ଓ
Sag,
warum
ist
das
so,
oh-oh
ତତେ
ମୁଁ
କାହିଁ
ଏତେ
ଭଲପାଏ
ଜାଣେନା
Ich
weiß
nicht,
warum
ich
dich
so
sehr
liebe
ଗୋଟେ
ମୁହୂର୍ତ୍ତ
ବି
ଜିଇଁ
ହୁଏନା
ତୋ
ବିନା
Ich
kann
keinen
einzigen
Moment
ohne
dich
leben
ଏମିତି
ସତେ
ଏ
ସମ୍ପର୍କର
ଡୋରି
ହାଏ
Es
ist,
als
ob
das
Band
unserer
Beziehung
so
stark
wäre
ଯୋଉଠି
ଥିଲେ
ମୁଁ
ତୋ
ପାଖକୁ
ଟାଣି
ହୁଏ
Egal
wo
ich
bin,
es
zieht
mich
zu
dir
ହଁ
ଏଇ
ମୋନ
ମୋର
କହେ
ମୋତେ
ଶହେ
ଥର
Ja,
mein
Herz
sagt
es
mir
hundertmal
ତୋ
ନା'ରେ
ଲେଖା
ପ୍ରେମର
ଆୟୁଷ
ମୋର
Meine
Lebensspanne
der
Liebe
ist
in
deinem
Namen
geschrieben
Oh
my
ମଇନା
Oh
mein
Liebster
You
don't
know
how
much
I
love
you
Du
weißt
nicht,
wie
sehr
ich
dich
liebe
सुन्ले
ଓ
ଜାନା
Hör
zu,
oh
mein
Schatz
I
can't
live
just
without
you
Ich
kann
einfach
nicht
ohne
dich
leben
ଲାଗେ
ମୋ
ପାଇଁ
ଜୀବନ
ସାଜିଛୁ
ତୁ
Es
scheint,
als
wärst
du
mein
Leben
geworden
ଏମିତି
କାଇଁ
କହନା,
ହୋ-ଓ
Sag,
warum
ist
das
so,
oh-oh
ତତେ
ମୁଁ
କାହିଁ
ଏତେ
ଭଲପାଏ
ଜାଣେନା
Ich
weiß
nicht,
warum
ich
dich
so
sehr
liebe
ଗୋଟେ
ମୁହୂର୍ତ୍ତ
ବି
ଜିଇଁ
ହୁଏନା
ତୋ
ବିନା
Ich
kann
keinen
einzigen
Moment
ohne
dich
leben
ହୁଁ
ଜିଇଁ
ହୁଏନା
ତୋ
ବିନା
Ja,
ich
kann
nicht
ohne
dich
leben
ହଁ
ଜିଇଁ
ହୁଏନା
ତୋ
ବିନା
Ja,
ich
kann
nicht
ohne
dich
leben
Оцените перевод
Оценивать перевод могут только зарегистрированные пользователи.
Авторы: Abhijit Majundar, Dr. Nirmala Nayak
Внимание! Не стесняйтесь оставлять отзывы.