Asima - Tate Mu Kahin текст песни

Текст песни Tate Mu Kahin - Asima




ହେ-ହେ, ଆହା-ହାହା, ନା-ନା-ନା
ତତେ ମୁଁ କାହିଁ ଏତେ ଭଲପାଏ ଜାଣେନା
ଗୋଟେ ମୁହୂର୍ତ୍ତ ବି ଜିଇଁ ହୁଏନା ତୋ ବିନା
ହୋ-ଓ, ତତେ ମୁଁ କାହିଁ ଏତେ ଭଲପାଏ ଜାଣେନା
ଗୋଟେ ମୁହୂର୍ତ୍ତବି ଜିଇଁ ହୁଏନା ତୋ ବିନା
Oh my ମଇନା
You don't know how much I love you
सुन्ले ଜାନା
I can't live just without you
ନିଜ ଛାଇ କି ଦେଖିଲେ ଲାଗୁଛୁ ତୁ
ଏମିତି କାହିଁ କହନା, ହୋ-ଓ
ତତେ ମୁଁ କାହିଁ ଏତେ ଭଲପାଏ ଜାଣେନା
ଗୋଟେ ମୁହୂର୍ତ୍ତ ବି ଜିଇଁ ହୁଏନା ତୋ ବିନା
ହୋ ଛାତିର ସ୍ପନ୍ଦନ ଯାଏ ଆସେ ଯେତେ ଥର
ତୋ କଥା ମୋର ମନେ ପଡେ ସେତେ ଥର
ହୋ ପ୍ରତି ପଲକ ମୋ ଖୋଜୁଥାଏ ଖାଲି ତତେ
ଥରୁ ଟେ ଦେଖିଲେ ସ୍ବର୍ଗ ମିଳିଯାଏ ମତେ
ମୁଁ ତୋର ମଇନା
You don't know how much I love you
सुन्ले ଜାନା
I can't live just without you
ଲାଗେ ମୋରି ପାଇଁ ଆସିଛୁ ତୁ
ଏମିତି କାଇଁ କହନା, ହୋ-ଓ
ତତେ ମୁଁ କାହିଁ ଏତେ ଭଲପାଏ ଜାଣେନା
ଗୋଟେ ମୁହୂର୍ତ୍ତ ବି ଜିଇଁ ହୁଏନା ତୋ ବିନା
ଏମିତି ସତେ ସମ୍ପର୍କର ଡୋରି ହାଏ
ଯୋଉଠି ଥିଲେ ମୁଁ ତୋ ପାଖକୁ ଟାଣି ହୁଏ
ହଁ ଏଇ ମୋନ ମୋର କହେ ମୋତେ ଶହେ ଥର
ତୋ ନା'ରେ ଲେଖା ପ୍ରେମର ଆୟୁଷ ମୋର
Oh my ମଇନା
You don't know how much I love you
सुन्ले ଜାନା
I can't live just without you
ଲାଗେ ମୋ ପାଇଁ ଜୀବନ ସାଜିଛୁ ତୁ
ଏମିତି କାଇଁ କହନା, ହୋ-ଓ
ତତେ ମୁଁ କାହିଁ ଏତେ ଭଲପାଏ ଜାଣେନା
ଗୋଟେ ମୁହୂର୍ତ୍ତ ବି ଜିଇଁ ହୁଏନା ତୋ ବିନା
ହୁଁ ଜିଇଁ ହୁଏନା ତୋ ବିନା
ହଁ ଜିଇଁ ହୁଏନା ତୋ ବିନା



Авторы: Abhijit Majundar, Dr. Nirmala Nayak



Внимание! Не стесняйтесь оставлять отзывы.