Humane Sagar - Dhana Lo Dhana (Male Version) - перевод текста песни на немецкий

Dhana Lo Dhana (Male Version) - Humane Sagarперевод на немецкий




Dhana Lo Dhana (Male Version)
Dhana Lo Dhana (Männliche Version)
ଧନଲୋ ଧନ, ମୋ ସୁନା ଧନ
O Schatz, mein Schatz, mein goldenes Gut
ଧନଲୋ ଧନ, ମୋ ସୁନା ଧନ
O Schatz, mein Schatz, mein goldenes Gut
ତୋ ବିନା ଅବୁଝା ଏଇ ଅଝଟ-ମନ
Ohne Dich ist mein verblendetes Herz verloren
ଧନଲୋ ଧନ, ମୋ ସୁନା ଧନ
O Schatz, mein Schatz, mein goldenes Gut
ଧନଲୋ ଧନ, ମୋ ସୁନା ଧନ
O Schatz, mein Schatz, mein goldenes Gut
ହଉ ତୁ ଯାଲୋ ଭଲରେ ଥାଲୋ
Mögest Du gehen und stets gesund sein
ହଉ ତୁ ଯାଲୋ ଭଲରେ ଥାଲୋ
Mögest Du gehen und stets gesund sein
ଭୁଲିଯିବୁ ପଛ-କଥା ପୁରୁଣା ଦିନ
Und die alten Tage, vergangene Erinnerungen auslöschen
ଧନଲୋ ଧନ, ମୋ ସୁନା ଧନ
O Schatz, mein Schatz, mein goldenes Gut
ଧନଲୋ ଧନ, ମୋ ସୁନା ଧନ
O Schatz, mein Schatz, mein goldenes Gut
ସରଳିଆ ମନ ମୋର ଭାରି ନିରୀହ
Mein argloses Herz ist viel zu naiv
ଭରସାରେ ଦେଇଥିଲି ତତେ ହୃଦୟ
Ich vertraute Dir mein Herz voller Glauben an
ସପନକୁ ପର କରି ପିଉଛି ଲୁହ
Wie Regen trinke ich nun Tränen statt Träume
କେମିତି ତୁ ହେଇଗଲୁ ଏତେ ନିର୍ଦୟ?
Wie konntest nur Du so herzlos werden?
ଭୁଲିଲେ ଭୁଲିଯା, ଦୂରକୁ ଚାଲିଯା
Du vergaßest mich und zogst fort
ଭୁଲିଲେ ଭୁଲିଯା, ଦୂରକୁ ଚାଲିଯା
Du vergaßest mich und zogst fort
ଦିନ ସିନା ଚାଲି ଯାଏ, ଯାଏନା ଚିହ୍ନ
Tage vergehen, aber die Narben bleiben
ଧନଲୋ ଧନ, ମୋ ସୁନା ଧନ
O Schatz, mein Schatz, mein goldenes Gut
ଧନଲୋ ଧନ, ମୋ ସୁନା ଧନ
O Schatz, mein Schatz, mein goldenes Gut
ସତ ଥିଲା ପ୍ରେମ ମୋର, ସ୍ୱାର୍ଥ ନଥିଲା
Meine Liebe war echt, nie selbstsüchtig
କାହା ପାଇଁ ତୋ ଭିତରୁ ପ୍ରେମ କମିଲା?
Warum erlosch die Liebe in Dir dann?
ଦିନ କେଇଟାରେ ସବୁ ବଦଳିଗଲା
Einige Tage nur, und alles veränderte sich
ତୋ ବାଟ ମୋ ବାଟ ଅଲଗା ହେଲା
Dein Weg und meiner trennten sich
ଯଉଠି ଥାଲୋ ଭଲରେ ଥାଲୋ
Wo immer Du bist, bleib gesund
ଯଉଠି ଥାଲୋ ଭଲରେ ଥାଲୋ
Wo immer Du bist, bleib gesund
ସ୍ୱାର୍ଥପର ପ୍ରିୟା ମୋର ହୃଦୟହୀନ
Du selbstsüchtige Liebste, so herzlos wie Du bist
ଧନଲୋ ଧନ, ମୋ ସୁନା ଧନ
O Schatz, mein Schatz, mein goldenes Gut
ଧନଲୋ ଧନ, ମୋ ସୁନା ଧନ
O Schatz, mein Schatz, mein goldenes Gut
ଧନଲୋ ଧନ, ମୋ ସୁନା ଧନ
O Schatz, mein Schatz, mein goldenes Gut
ଧନଲୋ ଧନ, ମୋ ସୁନା ଧନ
O Schatz, mein Schatz, mein goldenes Gut






Внимание! Не стесняйтесь оставлять отзывы.