Текст песни Dhana Lo Dhana (Male Version) - Humane Sagar
ଧନଲୋ
ଧନ,
ମୋ
ସୁନା
ଧନ
ଧନଲୋ
ଧନ,
ମୋ
ସୁନା
ଧନ
ତୋ
ବିନା
ଅବୁଝା
ଏଇ
ଅଝଟ-ମନ
ଧନଲୋ
ଧନ,
ମୋ
ସୁନା
ଧନ
ଧନଲୋ
ଧନ,
ମୋ
ସୁନା
ଧନ
ହଉ
ତୁ
ଯାଲୋ
ଭଲରେ
ଥାଲୋ
ହଉ
ତୁ
ଯାଲୋ
ଭଲରେ
ଥାଲୋ
ଭୁଲିଯିବୁ
ପଛ-କଥା
ପୁରୁଣା
ଦିନ
ଧନଲୋ
ଧନ,
ମୋ
ସୁନା
ଧନ
ଧନଲୋ
ଧନ,
ମୋ
ସୁନା
ଧନ
ସରଳିଆ
ମନ
ମୋର
ଭାରି
ନିରୀହ
ଭରସାରେ
ଦେଇଥିଲି
ତତେ
ହୃଦୟ
ସପନକୁ
ପର
କରି
ପିଉଛି
ଲୁହ
କେମିତି
ତୁ
ହେଇଗଲୁ
ଏତେ
ନିର୍ଦୟ?
ଭୁଲିଲେ
ଭୁଲିଯା,
ଦୂରକୁ
ଚାଲିଯା
ଭୁଲିଲେ
ଭୁଲିଯା,
ଦୂରକୁ
ଚାଲିଯା
ଦିନ
ସିନା
ଚାଲି
ଯାଏ,
ଯାଏନା
ଚିହ୍ନ
ଧନଲୋ
ଧନ,
ମୋ
ସୁନା
ଧନ
ଧନଲୋ
ଧନ,
ମୋ
ସୁନା
ଧନ
ସତ
ଥିଲା
ପ୍ରେମ
ମୋର,
ସ୍ୱାର୍ଥ
ନଥିଲା
କାହା
ପାଇଁ
ତୋ
ଭିତରୁ
ପ୍ରେମ
କମିଲା?
ଦିନ
କେଇଟାରେ
ସବୁ
ବଦଳିଗଲା
ତୋ
ବାଟ
ମୋ
ବାଟ
ଅଲଗା
ହେଲା
ଯଉଠି
ଥାଲୋ
ଭଲରେ
ଥାଲୋ
ଯଉଠି
ଥାଲୋ
ଭଲରେ
ଥାଲୋ
ସ୍ୱାର୍ଥପର
ପ୍ରିୟା
ମୋର
ହୃଦୟହୀନ
ଧନଲୋ
ଧନ,
ମୋ
ସୁନା
ଧନ
ଧନଲୋ
ଧନ,
ମୋ
ସୁନା
ଧନ
ଧନଲୋ
ଧନ,
ମୋ
ସୁନା
ଧନ
ଧନଲୋ
ଧନ,
ମୋ
ସୁନା
ଧନ

Внимание! Не стесняйтесь оставлять отзывы.