Ira Mohanty - Akhi Jebe Luha Ku текст песни

Текст песни Akhi Jebe Luha Ku - Ira Mohanty




ଆଖି ଯେବେ ଲୁହକୁ
ମୋ କଥା ପଚାରି ବୁଝେ
ମୋ କଥା ପଚାରି ବୁଝେ
ଆଖି ଯେବେ ଲୁହକୁ
ମୋ କଥା ପଚାରି ବୁଝେ
ମୋ କଥା ପଚାରି ବୁଝେ
ଶ୍ରାବଣ ବରଷା ସାଜି
ପ୍ରେମର ଠିକଣା ଖୋଜେ
ପ୍ରେମର ଠିକଣା ଖୋଜେ
ସେଇ ପିଲାଦିନ କଥା ଭାବି ମନେ
ସେଇ ପିଲାଦିନ କଥା ଭାବି ମନେ
ଲୁହର ଝରଣା ରେ ପଣତ ଭିଜେ
ଆଖି ଯେବେ ଲୁହକୁ
ମୋ କଥା ପଚାରି ବୁଝେ
ମୋ କଥା ପଚାରି ବୁଝେ
ମନ ମନ୍ଦିର ରେ ଥିଲ ଦେବତା ହୋଇ
ଦେବଦାସୀ ସାଜିଥିଲି ତୁମରି ପାଇଁ
ମନ ମନ୍ଦିର ରେ ଥିଲ ଦେବତା ହୋଇ
ଦେବଦାସୀ ସାଜିଥିଲି ତୁମରି ପାଇଁ
ପାଦର ନୁପୁର ହଜିଗଲା ଆଜି
ପାଦର ନୁପୁର ହଜିଗଲା ଆଜି
ଦୀପର ସଳିତା ହୋଇ ଜଳୁଛି ମୁଁ ଯେ
ଆଖି ଯେବେ ଲୁହକୁ
ମୋ କଥା ପଚାରି ବୁଝେ
ମୋ କଥା ପଚାରି ବୁଝେ
ଫୁଲ ବଗିଚା ରେ ଥିଲ ଭଅଁର ହୋଇ
ଫୁଲ ଝଡି ଯାଏ ଆଜି କୁହୁଡି ପାଇଁ
ଫୁଲ ବଗିଚା ରେ ଥିଲ ଭଅଁର ହୋଇ
ଫୁଲ ଝଡି ଯାଏ ଆଜି କୁହୁଡି ପାଇଁ
ଭରା କୁହୁଡିକୁ ମେଘ ଭାବିଥିଲି
ଭରା କୁହୁଡିକୁ ମେଘ ଭାବିଥିଲି
ମେଘ ବିନା ମୟୁରି ମୁଁ ସାଜିଛି ନିଜେ
ଆଖି ଯେବେ ଲୁହକୁ
ମୋ କଥା ପଚାରି ବୁଝେ
ମୋ କଥା ପଚାରି ବୁଝେ
ଶ୍ରାବଣ ବରଷା ସାଜି
ପ୍ରେମର ଠିକଣା ଖୋଜେ
ପ୍ରେମର ଠିକଣା ଖୋଜେ





Внимание! Не стесняйтесь оставлять отзывы.