Namita Agrawal - To Sindura Tike Lyrics

Lyrics To Sindura Tike - Namita Agrawal



ତୋ ସିନ୍ଦୁର ଟିକେ ଦେ
ତୋ ପାଦୁକ ଟିକେ ଦେ
ତୋ ସିନ୍ଦୁର ଟିକେ ଦେ
ତୋ ପାଦୁକ ଟିକେ ଦେ
ତୋ ପାଦେ ମୋର ଲକ୍ଷେ ଜୁହାର
ତୋ ପାଦେ ମୋର ଲକ୍ଷେ ଜୁହାର
ମା କୋଟି ଜୁହାର ନେ
ମା କୋଟି ଜୁହାର ନେ
ମା କୋଟି ଜୁହାର ନେ
ମା କୋଟି ଜୁହାର ନେ
ତୋ ସିନ୍ଦୁର ଟିକେ ଦେ
ତୋ ପାଦୁକ ଟିକେ ଦେ
ତୋ ସିନ୍ଦୁର ଟିକେ ଦେ
ତୋ ପାଦୁକ ଟିକେ ଦେ
ଆସିଛି ମୁଁ ଆସିଛି ଲୋ ଅନେକ ଦୂରୁ
ମୋ ଲାଗି ମା ତାରିଣୀ ତୋ କରୁଣା ଝରୁ
ଆସିଛି ମୁଁ ଆସିଛି ଲୋ ଅନେକ ଦୂରୁ
ମୋ ଲାଗି ମା ତାରିଣୀ ତୋ କରୁଣା ଝରୁ
ମାଗୁ ନାହିଁ ଘୋଡା ହାତୀ
ପାଟ ଛାତି ହୀରାମୋତି
ମାଗୁ ନାହିଁ ଘୋଡା ହାତୀ
ପାଟ ଛାତି ହୀରାମୋତି
କହୁନି ସତେ ରାଜ ଉଆସେ
କହୁନି ସତେ ରାଜ ଉଆସେ
ମୋତେ ରାଣୀ ସଜେଇ ଦେ
ମୋତେ ରାଣୀ ସଜେଇ ଦେ
ମୋତେ ରାଣୀ ସଜେଇ ଦେ
ମୋତେ ରାଣୀ ସଜେଇ ଦେ
ତୋ ସିନ୍ଦୁର ଟିକେ ଦେ
ତୋ ପାଦୁକ ଟିକେ ଦେ
ତୋ ସିନ୍ଦୁର ଟିକେ ଦେ
ତୋ ପାଦୁକ ଟିକେ ଦେ
ମଥାକୁ ମୋ ହେଉ ଯଥା ତୋ ସିନ୍ଦୁର
ଗୁଣ୍ଡୁଚିର ଦେହେ ରାମ ଶରଧା ଗାର
ମଥାକୁ ମୋ ହେଉ ଯଥା ତୋ ସିନ୍ଦୁର
ଗୁଣ୍ଡୁଚିର ଦେହେ ରାମ ଶରଧା ଗାର
ତୋ ପାଦୁକ ମୋତେ ପରା ଚକରିକୁ ବର୍ଷା ଧାରା
ତୋ ପାଦୁକ ମୋତେ ପରା ଚକରିକୁ ବର୍ଷା ଧାରା
ମା ତାରିଣୀ ମୋ ମନ ଜାଣି
ମା ତାରିଣୀ ମୋ ମନ ଜାଣି
ମୋର ଏଇ ମାଗୁଣି ଦେ
ମା ଏଇ ମାଗୁଣି ଦେ
ମୋର ଏଇ ମାଗୁଣି ଦେ
ମା ଏଇ ମାଗୁଣି ଦେ
ତୋ ସିନ୍ଦୁର ଟିକେ ଦେ
ତୋ ପାଦୁକ ଟିକେ ଦେ
ତୋ ସିନ୍ଦୁର ଟିକେ ଦେ
ତୋ ପାଦୁକ ଟିକେ ଦେ
ତୋ ପାଦେ ମୋର ଲକ୍ଷେ ଜୁହାର
ତୋ ପାଦେ ମୋର ଲକ୍ଷେ ଜୁହାର
ମା କୋଟି ଜୁହାର ନେ
ମା କୋଟି ଜୁହାର ନେ
ମା କୋଟି ଜୁହାର ନେ
ମା କୋଟି ଜୁହାର ନେ



Writer(s): Alekh Biswal


Namita Agrawal - Sindurabati
Album Sindurabati
date of release
26-05-2018




Attention! Feel free to leave feedback.