Lyrics Ishqiyan - Satyajeet Pradhan
Feel
my
love
Feel
my
love
Feel
my
love
Feel
my
love
ତୋ
हलका
सा
ଇଶାରା
ମୋ
ହୃଦୟଟା
ସାରା
ତୋ
हलका
सा
ଇଶାରା
ମୋ
ହୃଦୟଟା
ସାରା
ଛାଟିଦେଲା
ପ୍ରେମ
ଛିଟା
ଛିଟା
ଲାଗିଲା
ରେ
ମିଠା
ତୋ
ରୂପ
ରଙ୍ଗରେ
ମୁଁ
ଘାଇଲା
ହେଲିଣି
ମୋତେ
ଲାଗୁଛି
ମୁଁ
ତୋ
ବିନା
ଆଉ
ରହିପାରିବିନି
ମୋତେ
ଲାଗୁଛି
ମୁଁ
ତୋ
ବିନା
ଆଉ
ରହିପାରିବିନି
ମନ
ମୋର
ସେବେଠାରୁ
ଶୋଷରେ
ଯେବେ
ଦେଖିଲି
ପ୍ରଥମ
ଥର
ନିଦ-ଭୁଲା
ଆଖି
ମୋର
ଖୋଜେ
ରେ
ଖାଲି
ଟିକିଏ
ଝଲକ
ତୋର
ଖାଲି
ତୁ,
ଖାଲି
ତୁ
ତୋ
ବିନା
କିଛି
ଚାହୁଁନି
ମୋତେ
ଲାଗୁଛି
ମୁଁ
ତୋ
ବିନା
ଆଉ
ରହିପାରିବିନି
ମୋତେ
ଲାଗୁଛି
ମୁଁ
ତୋ
ବିନା
ଆଉ
ରହିପାରିବିନି
ଗୋଟେ
ଋତୁ
ଲାଗିଲା
ରେ
ଅଧିକା
ଯେବେ
ମିଶିଲା
ଆଖିରେ
ଆଖି
ସେଇ
ଋତୁ
ପ୍ରେମ-ଋତୁ
ଜାଣିଥା
ଖାଲି
ତୋ
ମୁହଁ
ଦିଏ
ରେ
ଆଙ୍କି
ଖାଲି
ତୁ,
ଖାଲି
ତୁ
ତୋ
ବିନା
କିଛି
ଚାହୁଁନି
ମୋତେ
ଲାଗୁଛି
ମୁଁ
ତୋ
ବିନା
ଆଉ
ରହିପାରିବିନି
ମୋତେ
ଲାଗୁଛି
ମୁଁ
ତୋ
ବିନା
ଆଉ
ରହିପାରିବିନି
ତୋ
हलका
सा
ଇଶାରା
ମୋ
ହୃଦୟଟା
ସାରା
ତୋ
हलका
सा
ଇଶାରା
ମୋ
ହୃଦୟଟା
ସାରା
ଛାଟିଦେଲା
ପ୍ରେମ
ଛିଟା
ଛିଟା
ଲାଗିଲା
ରେ
ମିଠା
ତୋ
ରୂପ
ରଙ୍ଗରେ
ମୁଁ
ଘାଇଲା
ହେଲିଣି
ମୋତେ
ଲାଗୁଛି
ମୁଁ
ତୋ
ବିନା
ଆଉ
ରହିପାରିବିନି
ମୋତେ
ଲାଗୁଛି
ମୁଁ
ତୋ
ବିନା
ଆଉ
ରହିପାରିବିନି

Attention! Feel free to leave feedback.