Sourin Bhatt feat. Nibedita - O Priya Re paroles de chanson

paroles de chanson O Priya Re - Sourin Bhatt , Nibedita




ପ୍ରିୟାରେ
ପ୍ରିୟାରେ
ସାଥୀରେ
ସାଥୀରେ
ପ୍ରିୟାରେ
ସାଥୀରେ
ଅଳପ ଦେଖାରେ
ଅଳପ କଥାରେ
ଭଲ ପାଇଗଲି ମନ ଦେଇଦେଲିରେ
ସାଥୀରେ
ପ୍ରିୟାରେ
ଅଳପ ଚିହ୍ନାରେ
ଅଳପ ଜଣାରେ
ଭଲ ପାଇଗଲି ମନ ଦେଇଦେଲିରେ
ପ୍ରିୟାରେ
ସାଥୀରେ
(ହୋ-ହୋ-ହୋ-ହୋ-ହୋ-ହୋ)
(ହୋ-ହୋ-ହୋ-ହୋ-ହୋ-ହୋ)
ଆଖି, କଥାକୁହା ଆଖି
ନେଲା ମତେ ଡ଼ାକି ତୋ ପାଖକୁ
ମୋ ପାଖକୁ ତୁ ଆସିଲୁ
ତୋ ପାଖକୁ ମୁଁ
ହେ, ତୋର ହେଇଗଲି ତୋର
ପ୍ରେମରେ ପାଗଳ ଦେଖୁ-ଦେଖୁ
ମୋ ପ୍ରେମରେ ତୁ ପାଗଳ
ତୋ ପ୍ରେମରେ ମୁଁ
ପ୍ରିୟାରେ
ସାଥୀରେ
ପ୍ରଥମ ପ୍ରେମରେ
ପ୍ରଥମ ଛୁଆଁରେ
ସବୁ ଭୁଲିଗଲି ତତେ ଖୋଜିହେଲି ରେ
ସାଥୀରେ
ପ୍ରିୟାରେ
ଲା-ଲା-ଲା-ଲା-ଲା-ଲା-ଲା-ଲା-ଲା
ଲା-ଲା-ଲା-ଲା-ଲା-ଲା-ଲା-ଲା-ଲା
ମନ, ଏଇ ମୋର ମନ
କହେ ରାତିଦିନ ପାଖରେ ଥା
ଥା କହିଲେ ତୋ ପାଖେ ଥିବି
କହିବୁ ନାହିଁ ଯାଆ
ହାଁ, ଫୁଲ ଫୁଟେନାହିଁ ଫୁଲ
ଲାଗେନାହିଁ ଭଲ ତୋ ବିନା
ତୋ ହଁ ରେ ହଁ ମୋର
ତୋ ନା ରେ ନା
ସାଥୀରେ
ପ୍ରିୟାରେ
ତୋରି ନାଆଁରେ
ତୋରି ସାଥିରେ
ଭଲ ପାଇବାର ଗୀତ ଗାଇଦେଲି ରେ
ପ୍ରିୟାରେ
ସାଥୀରେ
ପ୍ରିୟାରେ
ସାଥୀରେ



Writer(s): Arun Kumar Mantri, Premananda Samal



Attention! N'hésitez pas à laisser des commentaires.