Humane Sagar feat. Antara Chakrabarty - DJ Wala Dance текст песни

Текст песни DJ Wala Dance - Abhijit Majumdar




ଆରେ ଦେଖି ତୋର naughty-naughty dress
ହଁ, ମନ କହୁଛି ଘଟିବ କିଛି case
ଆରେ ଦେଖି ତୋର naughty-naughty dress
ମନ କହୁଛି ଘଟିବ କିଛି case
ଆରେ hot वाली बलमा, ଚାଲ୍ घोटाला କିଛି କରମା
ଜମେଇଦେବି ପାଇଲେ ଟିକେ chance
ଗୋରୀ ଟିକେ ହେଇଯାଉ, ହେଇଯାଉ
DJ ଵାଲା dance, DJ ଵାଲା dance
ଗୋରୀ ଟିକେ ହେଇଯାଉ, ହେଇ ହେଇଯାଉ
DJ ଵାଲା dance, DJ ଵାଲା dance
ଆରେ ମୋ hero ଲାଗୁଛୁ ଭାରି fresh
ହଁ, ମନ କହୁଛି ଖେଳିବୁ ଲମ୍ବା race
ଥରେ ବନିଯା ମୋ सइयाँ, ଧରି ପକା ମୋ बइयाँ
ଚାଲ୍ ଖୁଲମଖୁଲ୍ଲା କରିବା romance
Hero ଟିକେ ହେଇଯାଉ, ହେଇଯାଉ
DJ ଵାଲା dance, DJ ଵାଲା dance
Hero ଟିକେ ହେଇଯାଉ, ହେଇଯାଉ
DJ ଵାଲା dance, DJ ଵାଲା dance
(तेरी क़मर में दिल मेरा लटका)
(जैसे लस्सी में vodka टपका)
(Hot hot तेरी कमरिया देखूँ)
(साला जुबाह से लाल है टपका)
(DJ ଵାଲା dance)
(DJ ଵାଲା dance)
ଆଲୋ ମୋ town ବାଲି, ଲାଗୁଛୁ कच्ची कली
ତୋ ପାଇଁ tension ହେଇ ମରୁଛି daily daily
ଏ, ଆରେ ମୋ ରୋମିଓ ରାମା, ଦେଇଦେ long ଚୁମ୍ମା
Video ଟା viral ହଉ, କାହାକୁ ଡରନି ଜମା
ତୁ ଦେଖେଇ ଦେଲେ ଧାଡ଼ି, ଜାଣିଥା ଯିବି ମାଡ଼ି
ये दिल मांगे चुम्मा only once
ଗୋରୀ ଟିକେ ହେଇଯାଉ, ହେଇଯାଉ
DJ ଵାଲା dance, DJ ଵାଲା dance
Hero ଟିକେ ହେଇଯାଉ, ହେଇ ହେଇଯାଉ
DJ ଵାଲା dance, DJ ଵାଲା dance
ହୁଁ, ତୁ ଟୋକା खिलाड़ी ପୁରା, ହଉଛୁ ତାରା-ରାରା
ପକ୍କା ତୁ छुपा रुस्तम, ପଡ଼ିଗଲୁ ରେ ଧରା
ଓ, ଆଲୋ ମୋ दिलरुबा, market ଜଳେଇ ଦବା
ଖରା ବେଳିଆ ଚାଲ cinema ପଳେଇଯିବା
ତୁ ଯାହାବି କହୁଛେ ଲୋ, ready ଅଛେ ତୋ ଲୈଲା
ଆମ romance ଖେଳ ଦେଖିବେ audience
Hero ଟିକେ ହେଇଯାଉ, ହେଇ ହେଇଯାଉ
DJ ଵାଲା dance, DJ ଵାଲା dance
ଗୋରୀ ଟିକେ ହେଇଯାଉ, ହେଇ ହେଇଯାଉ
DJ ଵାଲା dance, DJ ଵାଲା dance
ହେଇଯାଉ, ହେଇଯାଉ, ଯାଉ, ଯାଉ
ହେଇଯାଉ, ହେଇ ହେଇଯାଉ, ଯାଉ, ଯାଉ



Авторы: Abhijit Majumdar, Nirmal Nayak


Внимание! Не стесняйтесь оставлять отзывы.
//}