Babushaan Mohanty - Jibanata Dhuan Dhuan текст песни

Текст песни Jibanata Dhuan Dhuan - Abhijit Majumdar




ହୋ-ଓ-ଓ
ଓହୋ-ହୋ-ହୋ-ହୋ
ଛିଟା-ଛିଟା ବରଷାରେ ଭିଜିଗଲା ସବୁ ଆଶା
ଛୋଟ-ଛୋଟ ସ୍ବପ୍ନ ଯେତେ କଲା ମୋତେ ଲୋକହସା
ଏଇ ଅଦେଖା ଲୁହ, ଜାଳିଦେଇ ହୃଦୟ
କି ଖେଳ ଖେଳେ ତା ସାଥିରେ?
ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ
ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ
ନିଜକୁ ଯେ ନିଜେ କେବେ ମାଗିନାହିଁ ଟିକେ ଖୁସି
ହଁ, ନିଜକୁ ଯେ ନିଜେ କେବେ ମାଗିନାହିଁ ଟିକେ ଖୁସି
କି ଦୁଃଖ ଆସି ଆଜି ଡରଉଚି ବେସି ବେସି?
କିଏ ଜାଣେ କାହାର, ଲାଗିଗଲା ନଜର
ସୁଖ ଜଳିଯାଏ କି ନିଆଁରେ?
ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ
ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ
ସପନଟେ ଦେଖୁ-ଦେଖୁ ନିଦ ମୋର ଭାଙ୍ଗିଗଲା
ହଁ, ସପନଟେ ଦେଖୁ-ଦେଖୁ ନିଦ ମୋର ଭାଙ୍ଗିଗଲା
ଗପଟିଏ ଲେଖୁ-ଲେଖୁ ଅଧା ହେଇ ରହିଗଲା
ନିଜ ଭିତର କୋହ, ଆଜି ପଚାରେ କହ
କାଇଁ ଖେଳୁଥିଲୁ ତୁ ବାଜି ରେ?
ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ
ଜୀବନଟା ଧୂଆଁ-ଧୂଆଁ-ଧୂଆଁ ଲାଗେ ରେ
ହଁ, ଦୁଃଖ ସବୁ ନୂଆ-ନୂଆ-ନୂଆ ଲାଗେ ରେ



Авторы: Abhijit Majumdar


Внимание! Не стесняйтесь оставлять отзывы.
//}