Humane Sagar - Pyar Wala Hichki текст песни

Текст песни Pyar Wala Hichki - Abhijit Majumdar




Dear छोरी, ତୁ beautiful କନ୍ୟାକୁମାରୀ
ମୁଁ ତୋର କୁଆଁରା बाल ବ୍ରହ୍ମଚାରୀ
ହେ, Dear छोरी, ତୁ beautiful କନ୍ୟାକୁମାରୀ
ମୁଁ ତୋର କୁଆଁରା बाल ବ୍ରହ୍ମଚାରୀ
ଆରେ, दो घूंट ତୋର ପ୍ରେମ-ନିଶା, ହାଏ
दो घूंट ତୋର ପ୍ରେମ-ନିଶା
ଚାହାଣି ତୋ मिरची
ମୋତେ ମାଇଲା ରେ, ମାଇଲା ରେ ତୋର प्यार ବାଲା हिचकी
ମୋତେ ମାଇଲା-ମାଇଲା-ମାଇଲା ରେ ତୋର प्यार ବାଲା हिचकी
ମୋତେ ମାଇଲା ରେ, ମାଇଲା ରେ ତୋର प्यार ବାଲା हिचकी
ମୋତେ ମାଇଲା-ମାଇଲା-ମାଇଲା ରେ ତୋର प्यार ବାଲା हिचकी
ଆଲୋ ବାଳିକା, ରସବତୀ ବାଳିକା
ମୋତେ ପଢେଇଲୁ baby ପ୍ରେମ-ମାଳିକା
प्यार का, मौसम प्यार का
ଟିକେ ଆମ ଆଡେ ଦୃଷ୍ଟି ପକା, ପକା, ପକା, ପକା
ବାଳିକା, ରସବତୀ ବାଳିକା
ମୋତେ ପଢେଇଲୁ baby ପ୍ରେମ-ମାଳିକା
प्यार का, मौसम प्यार का
ଟିକେ ଆମ ଆଡେ ଦୃଷ୍ଟି ପକା, ପକା, ପକା
Miss ଗୋରୀ ତୁ hot ବାଲି मीठी काटोरी
ବାବା ସାଆନ୍ତେ ଦେଖି ତୋ ରୂପ ଦିବ୍ୟସୁନ୍ଦରୀ
ଆରେ, ଦିଠୋପା ତୋର love honey, ହାଏ
ଦିଠୋପା ତୋର love honey ଦେ ଲୋ ଟିକେ ଛିଞ୍ଚି
ମୋତେ ମାଇଲା ରେ, ମାଇଲା ରେ ତୋର प्यार ବାଲା हिचकी
ମୋତେ ମାଇଲା-ମାଇଲା-ମାଇଲା ରେ ତୋର प्यार ବାଲା हिचकी
ଆରେ ଲାଜେଇ, very-very ଲାଜେଇ
ତୁ entry ମାରିଦେଲୁ ଘଣ୍ଟି ବଜେଇ
ଭିଜେଇ, ପ୍ରେମ ଜଳେ ଭିଜେଇ
Day, whole-night ମୋ ନିଦ ହଜେଇ
ଲାଜେଇ very, very ଲାଜେଇ
ତୁ entry ମାରିଦେଲୁ ଘଣ୍ଟି ବଜେଇ
ଭିଜେଇ, ପ୍ରେମ ଜଳେ ଭିଜେଇ
Day, whole-night ମୋ ନିଦ ହଜେଇ
Darling sorry ତୁ sweet sixteen राम प्यारी
ଦେ ଠାରି, ନଉ pickup ଆମ lovestory
ଆରେ, दो दिन ଏଇ ଯବାନୀଟା, ହାଏ
दो दिन ଏଇ ଯବାନୀଟା, ଘଟିଯାଉ କିଛି
ମୋତେ ମାଇଲା ରେ, ମାଇଲା ରେ ତୋର प्यार ବାଲା हिचकी
ମୋତେ ମାଇଲା-ମାଇଲା-ମାଇଲା ରେ ତୋର प्यार ବାଲା हिचकी
ମୋତେ ମାଇଲା ରେ, ମାଇଲା ରେ ତୋର प्यार ବାଲା हिचकी
ମୋତେ ମାଇଲା-ମାଇଲା-ମାଇଲା ରେ ତୋର प्यार ବାଲା हिचकी



Авторы: Abhijit Majumdar


Внимание! Не стесняйтесь оставлять отзывы.
//}