Tariq Aziz feat. Pamela Jain - Tora Ishq Re GST - перевод текста песни на французский

Текст и перевод песни Tariq Aziz feat. Pamela Jain - Tora Ishq Re GST




Tora Ishq Re GST
Tora Ishq Re GST
Bygod ତୋର राश्के कमर
Mon Dieu, tes hanches si gracieuses
Bygod ତୋର तिरछी नजर
Mon Dieu, tes yeux si malicieux
ହାଏରେ ମତେ ମୋଡ଼ିଦେଲା ରେ
Tu m'as ensorcelé avec ton regard
Bygod ତୋର बाली उमर
Mon Dieu, tes boucles si précieuses
Bygod ତୋର multi colour
Mon Dieu, tes couleurs si vives
ଚୁମ୍ବକପରି ଭିଡ଼ିନେଲା ରେ
Tu m'as attiré à toi comme un aimant
ତୋ ପାଇଁ ମୁଁ already ହେଇଗଲି ପାଗଳ
Je suis déjà fou de toi
ରୂପ ତୋର costly, ତୋ ଆଗେ ମୁଁ କାଙ୍ଗାଳ
Ta beauté est précieuse, je suis pauvre devant toi
ହାଏରେ ଜବର figure ଟା ତୋର କଲା निकम्मा
Ta silhouette incroyable me rend faible
ତୋର love ରେ, ତୋର इश्क़ ରେ GST ଲାଗିବନି ଜମା
Dans ton amour, dans ton amour, aucune taxe ne sera appliquée
ମତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା
Donne-moi, donne-moi, donne-moi un baiser éclair
ତୋର इश्क़ ରେ GST ଲାଗିବନି ଜମା
Dans ton amour, aucune taxe ne sera appliquée
ମତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା, ଚୁମ୍ମା, ଚୁମ୍ମା
Donne-moi, donne-moi, donne-moi un baiser éclair, éclair, éclair
ହଁ, ଯେବେଠୁ जानू ତୁ life ରେ କଲୁ ମୋର entry, entry, entry
Oui, depuis que je t'ai connu, j'ai fait mon entrée dans ta vie, entrée, entrée, entrée
ଆରେ ବିଦ୍ୟାରାଣ ଦିଲ ଭିତରେ ତୋ ନାଁରେ ମରିକି ସିଟି, ସିଟି, ସିଟି
Mon cœur bat pour toi, ton nom me traverse l'esprit, ville, ville, ville
ହଁ, ଯେବେଠୁ darling ତୋ ସାଥେ ହେଲାଣି ମୋ meeting
Oui, depuis que je t'ai rencontrée, ma chérie
ଯିଏ ଦେଖୁଛି ସିଏ କହୁଛି ମୋ ପାଇଁ ତୁ 100% fitting
Tous ceux qui nous voient disent que tu me corresponds à 100 %
Bygod ତୋର hero figure
Mon Dieu, ta silhouette héroïque
Bygod ତୋର ରୋମିଓ ନଜର
Mon Dieu, tes yeux de Roméo
ମନକୁ ମୋର twist କଲା ରେ
Ils ont fait tourner ma tête
Cool, cool heart ରେ ଚଲେଇଲୁ heater
Cool, cool, mon cœur est en feu
ଲାଗେ ସତେ ତୋବିନା ନାହିଁ କେହି better
Je crois que tu es la meilleure
ରାତିସାରା ଜମା ଶୋଇପାରୁନାହିଁ ଛାତିରେ ଫୁଟେ ବୋମା
Je ne peux pas dormir toute la nuit, une bombe explose dans ma poitrine
ତୋର love ରେ, ତୋର इश्क़ ରେ GST ଲାଗିଯିବ ରାମା
Dans ton amour, dans ton amour, la taxe sera appliquée, mon ange
ତତେ ଦେବିନି, ଦେବିନି, ଦେବିନି ବାବା ରକେଟମାର୍କା ଚୁମ୍ମା
Je ne te donnerai pas, je ne te donnerai pas, je ne te donnerai pas un baiser éclair, mon ange
ତୋର इश्क़ ରେ GST ଲାଗିବନି ଜମା
Dans ton amour, aucune taxe ne sera appliquée
ମତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା
Donne-moi, donne-moi, donne-moi un baiser éclair
Bygod, bygod
Mon Dieu, mon Dieu
ହାଏ ତୋ teenage ମୋ ପାଇଁ ଧରିଲାଣି pickup, pickup, pickup
Hé, ton adolescence a été un coup de foudre pour moi, coup de foudre, coup de foudre, coup de foudre
ଆରେ, ପ୍ରେମରେ ଚିପିକିଯିବା ପାରିବେନି କରି କେହି breakup, breakup, breakup
Hé, personne ne pourra t'échapper de l'amour, personne ne pourra faire une rupture, rupture, rupture
ହାଏ ତୋ କଥାରେ ମନଟା ହେଇଯାଏ cooling
Hé, ton discours me fait sentir frais
ତୋର ଯାହା ମୋର ତାହା, ଦୁହିଁଙ୍କର same ଆଜି feeling
Ce qui est à toi est à moi, nous avons les mêmes sentiments aujourd'hui
ଆରେ bygod ତୋର Aadhar number
Mon Dieu, ton numéro d'identification
Bygod ତୋର detail ଖବର
Mon Dieu, tes informations détaillées
ମୋ ସାଥିରେ match କଲା ରେ
Correspondent parfaitement aux miennes
ବମ୍-ଚିକିଚିକି-ବମ୍, ଥିଲୁ କହ କଉଠି?
Boom-chic-chic-boom, était-on ?
ତୁ କହିଲେ ତୋ ଘରେ କରିବି ମୁଁ duty
Tu as dit que je serais de service chez toi
କିସ୍ତିରେ, କିସ୍ତିରେ ସୁଝିଦେବି ତୁ ଯାହାଦବୁ ଚୁମ୍ମା
Je vais tout arranger, tout arranger, tes baisers
ତୋର love ରେ, ତୋର इश्क़ ରେ GST ଲାଗିବନି ଜମା
Dans ton amour, dans ton amour, aucune taxe ne sera appliquée
ମତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା
Donne-moi, donne-moi, donne-moi un baiser éclair
ତୋର इश्क़ ରେ GST ଲାଗିବନି ଜମା
Dans ton amour, aucune taxe ne sera appliquée
ମତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା, ଚୁମ୍ମା, ଚୁମ୍ମା
Donne-moi, donne-moi, donne-moi un baiser éclair, éclair, éclair





Авторы: Abhijit Majumdar


Внимание! Не стесняйтесь оставлять отзывы.