Текст песни Tu Nua Shayari - Sohini Mishra , Swayam Padhi
ତୁ
ନୂଆ
शायरी
ନା
ନୂଆ
କବିତା?
ମୋତେ
ପାଗଳ
କଲୁ,
आहिस्ता-आहिस्ता
ତୁ
ନୂଆ
शायरी
ନା
ନୂଆ
କବିତା?
ମୋତେ
ପାଗଳ
କଲୁ,
आहिस्ता-आहिस्ता
ତୋର
ସେଇ
ହଂସୀନି
ରୂପ
ମୋ
ମନରେ
ଲେଖୁଛି
ଗପ
ଚାହାଣିରେ
ଭାଙ୍ଗି
ଦେଲୁ
ତୁ
ମୋ
ନୀରବତା
ନୂଆ
शायरी
ନା
ନୂଆ
କବିତା?
ମୋତେ
ପାଗଳ
କଲୁ,
आहिस्ता-आहिस्ता
ହୁଁ,
ଲୁଚେଇଥିଲି
ତୋରି
ନାଁକୁ
ମୋ
ଓଠରେ
ସେଇ
ନାଁ
ଆଜି
ଗୀତ
ଟେ
ସାଜିଲା,
ଧୀରେ-ଧୀରେ
ହଁ,
ସାଇତିଥିଲି
ତୋରି
ପ୍ରେମକୁ,
ହୃଦୟରେ
ସେ
ପ୍ରେମ
ଆଜି
ନିଶ୍ୱାସ
ସାଜିଲା,
ମୋ
ଛାତିରେ
ତୁ
ଫୁଲ
ଋତୁଟେ
ନା
ଫୁଲ
ଗୁଲଦସ୍ତା?
ମୋତେ
ଛୁଇଁଲୁ
ଆସି
आहिस्ता-आहिस्ता
ପ୍ରେମ
ତୋର
କସ୍ତୁରୀ
ପରି
ମନ
ସାରା
ଯାଉଛି
ଝରି
ରାତି
ଦିନ
ମହକେ
ଭାରି
ଏ
ଜୀବନଟା
ନୂଆ
शायरी
ନା
ନୂଆ
କବିତା?
ମୋତେ
ପାଗଳ
କଲୁ
आहिस्ता-आहिस्ता
ହୁଁ-ହୁଁ-ହୁଁ-ହୁଁ-ହୁଁ-ହୁଁ
ହଁ,
ଚଲା
ବାଟରେ
ମିଠା
ନଈଟେ
ତୁ
ମୁଁ
ଯେ
ଶୋଷ,
ହଁ-ହଁ
ମୋରି
ପ୍ରେମର
ଆରମ୍ଭ
ଖାଲି
ତୁ,
ତୁ
ହି
ଶେଷ
ହୁଁ,
ସେଇ
ପ୍ରେମକୁ
ପାଖରେ
ପାଇ
ମୁଁ,
ଏତେ
ଖୁସି
ଲାଗୁନି
ଆଜି
ମାଟିରୁ
ଆକାଶ,
ଦୂର
ବେଶି
ତୁ
ରୁପା
ଜହ୍ନଟେ
ନା
ନୂଆ
ସବିତା?
ମୋତେ
कीमिया
କଲୁ
आहिस्ता-आहिस्ता
ତୁ
ଏମିତି
ନିଦ
ମଇନା
ତୁ
ନଥିଲେ
ସ୍ବପ୍ନ
ଆସେନା
ତୋ
ବିନା
ବୁଜି
ହୁଏନା
ମୋ
ଆଖି
ପତା
ନୂଆ
शायरी
ନା
ନୂଆ
କବିତା?
ମୋତେ
ପାଗଳ
କଲୁ
आहिस्ता-आहिस्ता
ତୁ
ନୂଆ
शायरी
ନା
ନୂଆ
କବିତା?
ମୋତେ
ପାଗଳ
କଲୁ
आहिस्ता-आहिस्ता
आहिस्ता-आहिस्ता
आहिस्ता-आहिस्ता
Внимание! Не стесняйтесь оставлять отзывы.