Swayam Padhi feat. Sohini Mishra - Tu Nua Shayari - перевод текста песни на английский

Текст и перевод песни Swayam Padhi feat. Sohini Mishra - Tu Nua Shayari




Tu Nua Shayari
Are you a new poetry or a new poem?
ତୁ ନୂଆ शायरी ନା ନୂଆ କବିତା?
Are you a new poetry or a new poem?
ମୋତେ ପାଗଳ କଲୁ, आहिस्ता-आहिस्ता
You drove me crazy, slowly, slowly
ତୁ ନୂଆ शायरी ନା ନୂଆ କବିତା?
Are you a new poetry or a new poem?
ମୋତେ ପାଗଳ କଲୁ, आहिस्ता-आहिस्ता
You drove me crazy, slowly, slowly
ତୋର ସେଇ ହଂସୀନି ରୂପ
Your charming appearance
ମୋ ମନରେ ଲେଖୁଛି ଗପ
Is writing a story in my heart
ଚାହାଣିରେ ଭାଙ୍ଗି ଦେଲୁ ତୁ
You broke my silence
ମୋ ନୀରବତା
In the desire
ନୂଆ शायरी ନା ନୂଆ କବିତା?
Are you a new poetry or a new poem?
ମୋତେ ପାଗଳ କଲୁ, आहिस्ता-आहिस्ता
You drove me crazy, slowly, slowly
ହୁଁ, ଲୁଚେଇଥିଲି ତୋରି ନାଁକୁ
I hid your name
ମୋ ଓଠରେ
On my lips
ସେଇ ନାଁ ଆଜି ଗୀତ ଟେ ସାଜିଲା, ଧୀରେ-ଧୀରେ
That name is turning into a song today, slowly, slowly
ହଁ, ସାଇତିଥିଲି ତୋରି ପ୍ରେମକୁ, ହୃଦୟରେ
Yes, I hid your love in my heart
ସେ ପ୍ରେମ ଆଜି ନିଶ୍ୱାସ ସାଜିଲା, ମୋ ଛାତିରେ
That love turned into breath today, in my chest
ତୁ ଫୁଲ ଋତୁଟେ ନା ଫୁଲ ଗୁଲଦସ୍ତା?
Are you a season of flowers or a bouquet of flowers?
ମୋତେ ଛୁଇଁଲୁ ଆସି आहिस्ता-आहिस्ता
You touched me, slowly, slowly
ପ୍ରେମ ତୋର କସ୍ତୁରୀ ପରି
Your love is like musk
ମନ ସାରା ଯାଉଛି ଝରି
It's flowing through my whole heart
ରାତି ଦିନ ମହକେ ଭାରି
It smells heavily day and night
ଜୀବନଟା
This life
ନୂଆ शायरी ନା ନୂଆ କବିତା?
Are you a new poetry or a new poem?
ମୋତେ ପାଗଳ କଲୁ आहिस्ता-आहिस्ता
You drove me crazy, slowly, slowly
ହୁଁ-ହୁଁ-ହୁଁ-ହୁଁ-ହୁଁ-ହୁଁ
Yes, yes, yes, yes, yes, yes
ହଁ, ଚଲା ବାଟରେ ମିଠା ନଈଟେ ତୁ
Yes, you are a sweet river on the path I walk
ମୁଁ ଯେ ଶୋଷ, ହଁ-ହଁ
I am dry, yes, yes
ମୋରି ପ୍ରେମର ଆରମ୍ଭ ଖାଲି ତୁ, ତୁ ହି ଶେଷ
The beginning of my love is only you, you are the end
ହୁଁ, ସେଇ ପ୍ରେମକୁ ପାଖରେ ପାଇ ମୁଁ, ଏତେ ଖୁସି
Yes, I am so happy to have that love near me
ଲାଗୁନି ଆଜି ମାଟିରୁ ଆକାଶ, ଦୂର ବେଶି
The earth and sky don't seem far today
ତୁ ରୁପା ଜହ୍ନଟେ ନା ନୂଆ ସବିତା?
Are you a silver ornament or a new sunrise?
ମୋତେ कीमिया କଲୁ आहिस्ता-आहिस्ता
You turned me into alchemy, slowly, slowly
ତୁ ଏମିତି ନିଦ ମଇନା
You are such a sleepy myna
ତୁ ନଥିଲେ ସ୍ବପ୍ନ ଆସେନା
Dreams wouldn't come without you
ତୋ ବିନା ବୁଜି ହୁଏନା
Without you, I don't understand
ମୋ ଆଖି ପତା
The direction of my eyes
ନୂଆ शायरी ନା ନୂଆ କବିତା?
Are you a new poetry or a new poem?
ମୋତେ ପାଗଳ କଲୁ आहिस्ता-आहिस्ता
You drove me crazy, slowly, slowly
ତୁ ନୂଆ शायरी ନା ନୂଆ କବିତା?
Are you a new poetry or a new poem?
ମୋତେ ପାଗଳ କଲୁ आहिस्ता-आहिस्ता
You drove me crazy, slowly, slowly
आहिस्ता-आहिस्ता
Slowly, slowly
आहिस्ता-आहिस्ता
Slowly, slowly





Авторы: Abhijit Majumdar


Внимание! Не стесняйтесь оставлять отзывы.