Текст песни

सुन बेलिया I love you (love you, love you)
सुन बेलिया I love you (love you, love you)
ଆସ୍ତେ-ଆସ୍ତେ ଏମିତି ତୁ ମନକୁ ଛୁଇଁଦେଲୁ
ଆସ୍ତେ-ଆସ୍ତେ ଏମିତି ତୁ ମନକୁ ଛୁଇଁଦେଲୁ
ପ୍ରେମଋତୁ ରଙ୍ଗ ବୋଳି ସପନକୁ ରଙ୍ଗେଇଲୁ
କିଛି ମୁଁ ଚାହେଁନା ଆଉ
सुन बेलिया I love you (love you, love you)
सुन बेलिया I love you, ହୋ
सुन बेलिया I love you (love you, love you)
सुन बेलिया I love you
ଧୀରେ-ଧୀରେ ମୋ ଜୀବନେ ଯାଦୁ ତୋର କରିଦେଲୁ
ଲକ୍ଷେ କସ୍ତୁରୀ ମହକ ମନସାରା ଭରିଦେଲୁ
ରହି ମୁଁ ପାରୁନି ଆଉ
सुन माहिया I love you (love you, love you)
सुन माहिया I love you, ହୋ
सुन बेलिया I love you
सुन बेलिया I love you, love you, love you
ନଜରରେ ବାନ୍ଧିଦେଲୁ ଏମିତି ମୋ ମନ
ତୋ ପ୍ରେମରେ ମହକୁଛି ମୋର ରାତି, ଦିନ
ମୋର ରାତି, ମୋର ଦିନ ସବୁ ତୋ ନାଁରେ
ହଜିଗଲି ଆଜି ଏଇ ନୂଆ ଦୁନିଆରେ
सुन बेलिया I love you (love you)
सुन बेलिया I love you
ଏମିତି ତୁ ଚୁପି-ଚୁପି ମନ କଥା କହିଦେଲୁ
ବିଚରା ହୃଦୟକୁ ନଛୁଇଁ ବି ଛୁଇଁଦେଲୁ
ଝରୁଛି ଖୁସିର ମହୁ
सुन बेलिया I love you (love you, love you)
सुन बेलिया I love you, ହୋ
सुन माहिया I love you (love you, love you)
सुन माहिया I love you, love you, love you
ପ୍ରେମ ବାଟେ ଆସୁ କଣ୍ଟା, ଆସୁ ଫୁଲ ହାଟ
ଏମିତି ମୁଁ ତୋ ସାଥେରେ ଚାଲୁଥିବି ବାଟ
ହୋ, ସେ ବାଟରେ ଆସୁ ଖରା, ଆସୁ ଯେତେ ମେଘ
ତୁ ଥିଲେ ମିଳିଯାଏ ମତେ ନୁଆଁ ଦିଗ
सुन माहिया I love you (love you)
सुन माहिया I love you
ଏମିତି ତୁ ଆସି ମୋର ଜୀବନରେ ରହିଗଲୁ
ସ୍ବପ୍ନ ମୋର ତୁଟି ହେଇ ମନସାରା ରହିଗଲୁ
ଖୋଜୁନି କିଛି ମୁଁ ଆଉ
सुन बेलिया I love you (love you, love you)
सुन बेलिया I love you, ହୋ
सुन माहिया I love you (love you, love you)
सुन माहिया I love you, love you, love you, love you

Внимание! Не стесняйтесь оставлять отзывы.
Загрузка
Загрузка