Humane Sagar feat. Era Mohanty - Tora Mora Love Story текст песни

Текст песни Tora Mora Love Story - Malaya Mishra



Oh-oh-o
Oh-oh-o
ତୋର ମୋର love-story କଉ ପୁରାଣରେ ନାହିଁ
ତୋର ମୋର love-story ଇତିହାସରେ ବି ନାହିଁ
ତୋର ମୋର love-story ସାହିତ୍ୟ ବହିରେ ନାହିଁ
ଚାଲ ଆମେ ଦୁହେଁ ହେଇଯିବା ଉଦାହରଣ
Next-generation ପାଇଁ, oh-oh-oh
Woah-oh-oh
ତୋର ମୋର love-story କଉ Cinema ରେ ନାହିଁ
ତୋର ମୋର love-story କଉ ଉପନ୍ୟାସରେ ବି ନାହିଁ
ତୋର ମୋର love-story internet ରେ ବି ନାହିଁ
ଚାଲ ଆମେ ଦୁହେଁ ହେଇଯିବା ଉଦାହରଣ
Next-generation ପାଇଁ, oh-oh-oh
Oh-oh-oh
ପ୍ରେମ ଏମିତି ଗୋଟେ ଚଲାବାଟ
ଝୁଣ୍ଟି ପଡିଲେ ଧରିନେବି ହାତ
ଓ, ପ୍ରେମ ଏମିତି ଗୋଟେ ଖୋଲା-ପାଠ
ପଢି ପାରିଲେ ମିଠା ଭବିଷ୍ୟତ
ତୋର ମୋର love-story କଉ ନାଟକରେ ନାହିଁ
ତୋର ମୋର love-story କଉ ସଂଗୀତରେ ନାହିଁ
ତୋର ମୋର love-story ଗପବହିରେ ବି ନାହିଁ
ଚାଲ ଆମେ ଦୁହେଁ ହେଇଯିବା ଉଦାହରଣ
Next-generation ପାଇଁ, oh-oh-oh
Oh-oh-oh
ପ୍ରେମ ଏମିତି ଗୋଟେ ମିଠା-ଗୀତ
ସେ ଗୀତରେ ଉଡିଯିବା ମିତ
ହଁ, ପ୍ରେମ ଏମିତି ଗୋଟେ ଶୁଣା ଗପ
ପୁଣ୍ୟଠାରୁ ମିଠା ଲାଗେ ପାପ
ତୋର ମୋର love-story କେହି କେବେ ଶୁଣିନାହିଁ
ତୋର ମୋର love-story ଜଣେ ହେଲେ ଜଣେ ନାହିଁ
ତୋର ମୋର love-story କେହି ଜଣେ ଲେଖିନାହଁ
ଚାଲ ଆମେ ଦୁହେଁ ହେଇଯିବା ଉଦାହରଣ
Next-generation ପାଇଁ, oh-oh-oh
Oh-oh-oh
Oh-oh-oh
Oh-oh-oh



Авторы: Jayant Das, Malay Mishra


Humane Sagar feat. Era Mohanty - Queen (Original Motion Picture Soundtrack) - EP
Альбом Queen (Original Motion Picture Soundtrack) - EP
дата релиза
10-01-2020



Внимание! Не стесняйтесь оставлять отзывы.