Satyajeet Pradhan - Ishqiyan текст песни

Текст песни Ishqiyan - Satyajeet Pradhan




Feel my love
Feel my love
Feel my love
Feel my love
ତୋ हलका सा ଇଶାରା
ମୋ ହୃଦୟଟା ସାରା
ତୋ हलका सा ଇଶାରା
ମୋ ହୃଦୟଟା ସାରା
ଛାଟିଦେଲା ପ୍ରେମ ଛିଟା
ଛିଟା ଲାଗିଲା ରେ ମିଠା
ତୋ ରୂପ ରଙ୍ଗରେ ମୁଁ ଘାଇଲା ହେଲିଣି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହିପାରିବିନି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହିପାରିବିନି
ମନ ମୋର ସେବେଠାରୁ ଶୋଷରେ
ଯେବେ ଦେଖିଲି ପ୍ରଥମ ଥର
ନିଦ-ଭୁଲା ଆଖି ମୋର ଖୋଜେ ରେ
ଖାଲି ଟିକିଏ ଝଲକ ତୋର
ଖାଲି ତୁ, ଖାଲି ତୁ
ତୋ ବିନା କିଛି ଚାହୁଁନି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହିପାରିବିନି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହିପାରିବିନି
ଗୋଟେ ଋତୁ ଲାଗିଲା ରେ ଅଧିକା
ଯେବେ ମିଶିଲା ଆଖିରେ ଆଖି
ସେଇ ଋତୁ ପ୍ରେମ-ଋତୁ ଜାଣିଥା
ଖାଲି ତୋ ମୁହଁ ଦିଏ ରେ ଆଙ୍କି
ଖାଲି ତୁ, ଖାଲି ତୁ
ତୋ ବିନା କିଛି ଚାହୁଁନି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହିପାରିବିନି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହିପାରିବିନି
ତୋ हलका सा ଇଶାରା
ମୋ ହୃଦୟଟା ସାରା
ତୋ हलका सा ଇଶାରା
ମୋ ହୃଦୟଟା ସାରା
ଛାଟିଦେଲା ପ୍ରେମ ଛିଟା
ଛିଟା ଲାଗିଲା ରେ ମିଠା
ତୋ ରୂପ ରଙ୍ଗରେ ମୁଁ ଘାଇଲା ହେଲିଣି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହିପାରିବିନି
ମୋତେ ଲାଗୁଛି ମୁଁ ତୋ ବିନା ଆଉ ରହିପାରିବିନି





Внимание! Не стесняйтесь оставлять отзывы.
//}