Текст песни Its Only Pyar - Shaan , Tapu Mishra
ଓଠ
ତୁନି
ରହେ
ପ୍ରେମ
ଯେବେ
ହୁଏ
ଆଖି
କଥା
କହେ
ପ୍ରେମ
ଯେବେ
ହୁଏ
तेरे
इश्क़
में
मैं
जिऊँ,
तेरे
इश्क़
में
मैं
मरूँ
तेरे
बिन
मैं
कुछ
भी
नहीं
बस
तेरा
सज़दा
करूँ
ମୋ
ଦୁନିଆଁ
ତୋରି
ପାଇଁ
ସାତରଙ୍ଗୀ
ଲାଗେ
କାଇଁ?
ସବୁଠି
ତୋ
ଛାଇ
ମୋ
ବାଟରେ
ଖରା
ଛାଇ
ମୋ
ସାଥିରେ
ଖେଳେ
କାଇଁ?
ଏ
ସବୁ
ତୋ
ପାଇଁ
ଅଳପ
ନିଦରେ
ଶୋଉଚି
ଚେଉଁଚି
ଖୋଲିଲେ
ଏ
ଆଖି
ତୋ
ମୁହଁ
ନାଚୁଚି
ଶୀତ
କି
ବସନ୍ତି,
ସଞ୍ଜ
କି
ସକାଳ
ରାତି
ହଉକି
ଭୋର...
प्यार,
it's
only
प्यार
देखोना
हुआ
है
पहली
बार
प्यार,
it's
only
प्यार
देखोना
हुआ
है
पहली
बार
प्यार,
it's
only
प्यार
देखोना
हुआ
है
पहली
बार
ନିସାପା-ଗାମାଗାପାରେ
ସାରେନିସା-ଗାରେମାଗା
ରେମାରେ-ସାନି
ଲାଲାଲା-ଲାଲା
ଗାମାରେ-ନିସାଧାପା-ମାପାଗାମାରେସାନି
ସାଗାମାଗାନିସାଗାମାପା
ହଜାର
ଥର
ମୁଁ
ପଚାରେ
କହରେ
ଜହ୍ନ
ତୁ
କହରେ
କାହିଁକି
ତୋ
ମୁହଁ
ତା'ପରି
ଦିଶେରେ?
ପୁନେଇ
ଜୋଛନା
ରାତିରେ
ତାରାରେ
ତାରାକୁ
ଯୋଡ଼େରେ
ଯୋଡ଼ିଲେ
କାହିଁକି
ତୋ
ନାଁ
ପଢ଼େରେ?
ଏମିତି
ବନ୍ଧନ
କିଏ
ସେ
ବାନ୍ଧିଚି?
ଉଁ,
ଏମିତି
ପାଖକୁ
କିଏ
ସେ
ଟାଣୁଚି?
ପ୍ରେମର
ଫାଶରୁ
ମୁକୁଳିବା
ପାଇଁ
ନାହିଁ
ନିଜ
ପାଖେ
ଜୋର୍...
प्यार,
it's
only
प्यार
देखोना
हुआ
है
पहली
बार
प्यार,
it's
only
प्यार
देखोना
हुआ
है
पहली
बार
प्यार,
it's
only
प्यार
देखोना
हुआ
है
पहली
बार
ଆଖି
କଥା
କହେ
ପ୍ରେମ
ଯେବେ
ହୁଏ
तेरे
इश्क़
में
मैं
जिऊँ,
तेरे
इश्क़
में
मैं
मरूँ
तेरे
बिन
मैं
कुछ
भी
नहीं
बस
तेरा
सज़दा
करूँ
ଭିଜେ
ମୁଁ
ଅତର
ମେଘରେ
ପାଗଳ
ଭଅଁର
ଖୋଜେରେ
କାହିଁକି
ଋତୁ
ଠୁ
ରୂପସୀ
ଦିଶେରେ?
ମୋତି
ପରି
ଝଲସେ
କାକର
ମିଠା
ଲାଗେ
ଆଜି
ସାଗର
ଇଏକି
ପହିଲି
ଲକ୍ଷଣ
ପ୍ରେମର?
ଚଗଲା
ପବନେ
ଘାସ
ମୁଁ
ବୁଣୁଚି
ଭିଜିବୁ
ଆ'ରେ
ଶ୍ରାବଣ
ଡାକୁଛି
ଛୁଇଁ
ପ୍ରଜାପତି
କାନପାଖେ
ନିତି
କରେ
କାଇଁ
ଏତେ
शोर?
प्यार,
it's
only
प्यार
देखोना
हुआ
है
पहली
बार
ରାରାରା,
प्यार,
it's
only
प्यार
देखोना
हुआ
है
पहली
बार
ये,
प्यार,
it's
only
प्यार
देखोना
हुआ
है
पहली
बार
प्यार,
it's
only
प्यार
देखोना
हुआ
है
पहली
बार
प्यार,
it's
only
प्यार
देखोना
हुआ
है
पहली
बार
Внимание! Не стесняйтесь оставлять отзывы.