Lyrics Faguna Re Faguna - Tapu Mishra
ହେ-ଆ-ହା-ହା-ହା
ଲା-ଲା, ଲା-ଲା, ଲା-ଲା-ଲା
ଫଗୁଣରେ ଫଗୁଣ ତୁ
ହାଏ ଏକି କଲୁ?
ରେଶମୀ ଛୁଆଁରେ ଦେହ
ଶିହରାଇ ଦେଲୁ
ଫଗୁଣରେ ଫଗୁଣ ତୁ
ହାଏ ଏକି କଲୁ?
ରେଶମୀ ଛୁଆଁରେ ଦେହ
ଶିହରାଇ ଦେଲୁ
ହାଏ ତୋ ମିଠା ଚାହାଣୀ
ରଙ୍ଗେଇ ଦେଲା ଓଢ଼ଣି
ଲାଜେ-ଲାଜେ ମାରିଦେଲୁ ହୋ
ଫଗୁଣରେ ଫଗୁଣ ତୁ
ହାଏ ଏକି କଲୁ?
ରେଶମୀ ଛୁଆଁରେ ଦେହ
ଶିହରାଇ ଦେଲୁ
କେଜାଣି କାହିଁକି ମୁଁ ଯେ
ବୁଝି ପାରୁନାହିଁ
ରାତି ଆସେ ହେଲେ ସାଥି
ନିଦ ଆସୁନାହିଁ
ହୋ, ତୋ ଛୁଆଁରେ ଥିଲା ସତେ
ଏମିତି କୁହୁକ
ଦିନରାତି ଆଜି ଦେଖେ
ତୋହରି ଝଲକ
ଆଖିରେ ଆଖି ମିଶେଇ
ମନକୁ ମନ ଚୋରେଇ
କହ କାଇଁ ନେଇଗଲୁ ହୋ
ଫଗୁଣରେ ଫଗୁଣ ତୁ
ହାଏ ଏକି କଲୁ?
ରେଶମୀ ଛୁଆଁରେ ଦେହ
ଶିହରାଇ ଦେଲୁ
ହୋ-ହୋ, ଦେହସାରା ଖେଳିଯାଏ
ନୂଆ ଶିହରଣ
ଆଖି ଖେଳେ ଲୁଚକାଳି
ପ୍ରେମ ମାଗେ ମନ
ହଁ, ମନକଥା କହିବାକୁ
ଲାଗେ କେବେ ଡ଼ର
ଲାଜ କେବେ ରୋକିଦିଏ
ଓଠ, ପାଦ ମୋର
କହୁଛି ଖାଇ ତୋ ରାଣ
ଲାଗୁନି ଆଉ ଏ ମନ
ପ୍ରେମରେ ତୁ ସାରିଦେଲୁ ହୋ
ଫଗୁଣରେ ଫଗୁଣ ତୁ
ହାଏ ଏକି କଲୁ?
ରେଶମୀ ଛୁଆଁରେ ଦେହ
ଶିହରାଇ ଦେଲୁ
ହାଏ ତୋ ମିଠା ଚାହାଣୀ
ରଙ୍ଗେଇ ଦେଲା ଓଢ଼ଣି
ଲାଜେ-ଲାଜେ ମାରିଦେଲୁ ହୋ
ଫଗୁଣରେ ଫଗୁଣ ତୁ
ହାଏ ଏକି କଲୁ?
ରେଶମୀ ଛୁଆଁରେ ଦେହ
ଶିହରାଇ ଦେଲୁ
ଆ-ହା-ହା-ହା-ହା
ଲା-ଲା, ଲା-ଲା, ଲା-ଲା-ଲା
Attention! Feel free to leave feedback.