Sourin Bhatt feat. Nibedita - Ore Sathire paroles de chanson

paroles de chanson Ore Sathire - Sourin Bhatt , Nibedita




ଓରେ ସାଥୀରେ, ଓରେ ସାଥୀରେ
ଓରେ ସାଥୀରେ, ଓରେ ସାଥୀରେ
ଏଇ ଦେହରେ ମୋର ଆଜି ନିଆଁ ଲାଗିଛି
ଏଇ ଦେହରେ ମୋର ଆଜି ନିଆଁ ଲାଗିଛି
ତୋ ଦେହର ମିଠା ତାତିରେ
ଓରେ ସାଥୀରେ, ଓରେ ସାଥୀରେ
ଓରେ ସାଥୀରେ, ଓରେ ସାଥୀରେ
ଲାଗେ ସହେ ରାତର ସବୁ ଇଚ୍ଛାକୁ ମୋର
ଲାଗେ ସହେ ରାତିର ସବୁ ଇଚ୍ଛାକୁ ମୋର
ପାଇଗଲି ଗୋଟେ ରାତି ରେ
ଓରେ ସାଥୀରେ, ଓରେ ସାଥୀରେ
ଓରେ ସାଥୀରେ, ଓରେ ସାଥୀରେ
ହୋ, ପାଗଳ କରୁଛି ତୋର ହଂଶିନୀ ଚେହେରା
କସ୍ତୁରୀ ବାସ୍ନା ଠାରୁ ବାସୁଛୁ ନିଆରା
ଯଉ ଦିନ ରଖିଦେଲି ମୋ ଆଖି ପଲକେ
ରାତି ଦିନ ଏଇ ମନ ତୋ ପାଇଁ ମହକେ
ସେଇ ମହକେ ତୋର ବଢେ ସ୍ପନ୍ଦନ ମୋର
ସେଇ ମହକେ ତୋର ବଢେ ସ୍ପନ୍ଦନ ମୋର
କି ନୂଆ ଅନୁଭୂତି ରେ?
ଓରେ ସାଥୀରେ, ଓରେ ସାଥୀରେ
ଓରେ ସାଥୀରେ, ଓରେ ସାଥୀରେ
ରଖିଥିଲି ଲାଜ ମୋର ସଜ ମୁହଁ ପରି
ମହୁବସା ଭାଙ୍ଗିଦେଇ କରିନେଲୁ ଚୋରି
ଚୋରି ମୋତେ ସିଖେଇଲା ତୋର ଏଇ ରୂପ
ଇଚ୍ଛାହୁଏ କରିବାକୁ କିଛି ମିଠା ପାପ
ସେଇ ମିଠା ପାପକୁ ତୁ ଆଉ ମୁଁ
ସେଇ ମିଠା ପାପକୁ ତୁ ଆଉ ମୁଁ
ଲୁଚେଇବା ଏଇ ଛାତିରେ
ଓରେ ସାଥୀରେ, ଓରେ ସାଥୀରେ
ଓରେ ସାଥୀରେ, ଓରେ ସାଥୀରେ



Writer(s): Nirmal Nayak, Baidya Nath Dash


Sourin Bhatt feat. Nibedita - Odia Love Songs
Album Odia Love Songs
date de sortie
09-01-2020



Attention! N'hésitez pas à laisser des commentaires.