Paroles et traduction Swayam Padhi feat. Nibedita - Tu Ete Bhala Helu Kaain-Film
Добавлять перевод могут только зарегистрированные пользователи.
Tu Ete Bhala Helu Kaain-Film
Tu Ete Bhala Helu Kaain-Film
ତୁ
ଏତେ
ଭଲହେଲୁ
କାଇଁ?
Why
are
you
so
good?
ତୁ
ଏତେ
ଭଲହେଲୁ
କାଇଁ?
Why
are
you
so
good?
ମୁଁ
ବାଧ୍ୟ
ହୁଏ
ତତେ
ଚାହିଁବାକୁ
I'm
compelled
to
love
you
ତୁ
ଏତେ
ଭଲଲାଗୁ
କାଇଁ?
Why
are
you
so
lovely?
ମୁଁ
ବାଧ୍ୟ
ହୁଏ
ଭଲପାଇବାକୁ
I'm
compelled
to
adore
you
କହିବା
ଆଗରୁ,
ଏଇ
ମନ
କଥା
Before
I
could
say
it,
the
words
of
my
heart
ଆସି
କହିଦେଲୁ
ମୋତେ
ତୁ
You
came
and
told
me
ମୋ
first
love
ହଁ
ତୁ
My
first
love
is
you
ମୋ
sweet
dream
ହଁ
ତୁ
My
sweet
dream
is
you
ମୋ
heart
beat
ହଁ
ତୁ,
अब
तू
ही
तू
My
heartbeat
is
you,
now
it's
only
you
ମୋ
first
love
ହଁ
ତୁ
My
first
love
is
you
ମୋ
sweet
dream
ହଁ
ତୁ
My
sweet
dream
is
you
ମୋ
heart
beat
ହଁ
ତୁ,
अब
तू
ही
तू
My
heartbeat
is
you,
now
it's
only
you
ଯେବେଠୁ
ତତେ
ଆଖି
ଦେଖିଛି
Ever
since
I
saw
you
ନା
ମୁଁ
ସେବେଠୁ
କେବେ
ଶୋଇଛି
I
haven't
slept
a
wink
ହଁ,
ଯେବେଠୁ
ତତେ
ଆଖି
ଦେଖିଛି
Yes,
ever
since
I
saw
you
ନା
ମୁଁ
ସେବେଠୁ
କେବେ
ଶୋଇଛି
I
haven't
slept
a
wink
ତୋ
ପ୍ରେମ
ମୋତେ
ଏତେ
ଛୁଇଁଛି
Your
love
has
touched
me
so
much
ନା
ମୁଁ
କାହାକୁ
ଭାବି
ପାରୁଛି
I
can't
think
of
anyone
else
ଭାବିଲେ
କେବେଳ
ତତେ
ହିଁ
ଭାବୁଛି
When
I
think,
I
only
think
of
you
ଆଉ
କାହାକୁ
ଜାଣେନା
ମୁଁ
I
don't
know
anyone
else
ମୋ
first
love
ହଁ
ତୁ
My
first
love
is
you
ମୋ
sweet
dream
ହଁ
ତୁ
My
sweet
dream
is
you
ମୋ
heart
beat
ହଁ
ତୁ,
अब
तू
ही
तू
My
heartbeat
is
you,
now
it's
only
you
ମୋ
first
love
ହଁ
ତୁ
My
first
love
is
you
ମୋ
sweet
dream
ହଁ
ତୁ
My
sweet
dream
is
you
ମୋ
heart
beat
ହଁ
ତୁ,
अब
तू
ही
तू
My
heartbeat
is
you,
now
it's
only
you
ତୋ
ମନ
ଆଉ
ମୋ
ମନ
ଲୁଚି
Your
heart
and
my
heart
secretly
କଥା
ହୁଅନ୍ତି
ଆଜିତ
କିଛି
Are
talking
today
ତୋ
ମନ
ଆଉ
ମୋ
ମନ
ଲୁଚି
Your
heart
and
my
heart
secretly
କଥା
ହୁଅନ୍ତି
ଆଜିତ
କିଛି
Are
talking
today
ସେକଥା
ମୋତେ
ଖବର
ଅଛି
I
know
about
that
ଲକ୍ଷେରୁ
ତତେ
ନେଇଚି
ବାଛି
I've
chosen
you
out
of
millions
ଆଜିକାଲି
ମୋତେ
ଏମିତି
ଲାଗୁଚି
These
days
I
feel
like
କିଛି
ନୁହେଁ
ରେ
ତୋବିନା
ମୁଁ
I'm
nothing
without
you
ମୋ
first
love
ହଁ
ତୁ
My
first
love
is
you
ମୋ
sweet
dream
ହଁ
ତୁ
My
sweet
dream
is
you
ମୋ
heart
beat
ହଁ
ତୁ,
अब
तू
ही
तू
My
heartbeat
is
you,
now
it's
only
you
ମୋ
first
love
ହଁ
ତୁ
My
first
love
is
you
ମୋ
sweet
dream
ହଁ
ତୁ
My
sweet
dream
is
you
ମୋ
heart
beat
ହଁ
ତୁ,
अब
तू
ही
तू
My
heartbeat
is
you,
now
it's
only
you
Évaluez la traduction
Seuls les utilisateurs enregistrés peuvent évaluer les traductions.
Attention! N'hésitez pas à laisser des commentaires.