Humane Sagar - Kahinki Tate 16 Hela текст песни

Текст песни Kahinki Tate 16 Hela - Humane Sagar




କାହିଁକି ତତେ ଷୋହଳ ହେଲା?
କାହିଁକି ତୋ ଚେହେରା ମୋତେ ଭଲ ଲାଗିଲା?
କାହିଁକି ତତେ ଷୋହଳ ହେଲା?
କାହିଁକି ତୋ ଚେହେରା ମୋତେ ଭଲ ଲାଗିଲା?
ପହିଲି ଦେଖାରେ ଲାଖିଲୁ ଆଖିରେ
ଆଖିରୁ ଛାତିରେ ରହି ତୁ ଗଲୁ ରେ
ଓ, ପହିଲି ଦେଖାରେ ଲାଖିଲୁ ଆଖିରେ
ଆଖିରୁ ଛାତିରେ ରହି ତୁ ଗଲୁ ରେ
କାହିଁକି? କହ କାହିଁକି
କାହିଁକି ତୋ ସାଥେ ଆଖି ମିଶିଗଲା?
इश्क़ ହେଇଗଲା ମତେ, प्यार ହେଇଗଲା
इश्क़ ହେଇଗଲା ମତେ, प्यार ହେଇଗଲା
इश्क़ ହେଇଗଲା ମତେ, प्यार ହେଇଗଲା
इश्क़ ହେଇଗଲା ମତେ, प्यार ହେଇଗଲା
ପବନଟା ଫାଜିଲ ହେଲା ଓଢ଼ଣୀ ତୋ ଦେଖି
ଗଳିସାରା ଟୋକା ଯେତେ ହେଲେ ବଦମାସି
ବୟସ ତୋ ଚେହେରାରେ ରଙ୍ଗ ଦେଲା ମାଖି
ପାରିଲିନି ସମ୍ଭାଳି ମୁଁ, ମନ ଜଗି ରଖି
ଇଚ୍ଛା ମୋ ହେଲା ରେ ରେଶମୀ ଛାତିରେ
ମୁଣ୍ଡକୁ ରଖି ରେ, ହଜିବି ପ୍ରେମରେ
ହାଁ, ଇଚ୍ଛା ମୋ ହେଲା ରେ ରେଶମୀ ଛାତିରେ
ମୁଣ୍ଡକୁ ରଖି ରେ, ହଜିବି ପ୍ରେମରେ
କାହିଁକି? କହ କାହିଁକି
କାହିଁକି ତୋ କଥା ମନ କିଣିନେଲା?
इश्क़ ହେଇଗଲା ମତେ, प्यार ହେଇଗଲା
इश्क़ ହେଇଗଲା ମତେ, प्यार ହେଇଗଲା
इश्क़ ହେଇଗଲା ମତେ, प्यार ହେଇଗଲା
इश्क़ ହେଇଗଲା ମତେ, प्यार ହେଇଗଲା
ଫଗୁଣଟା ଛୁଇଁଦେଲା ଯେବେ ଲୁଚିଛପି
ଦେହ ତୋର ଚମକିଲା ସତେ ସୂର୍ଯ୍ୟମୁଖୀ
ଓଠ ଚାପି ହସୁ ଯେବେ ନିରୋଳାରେ ଦେଖି
ମହୁ-ମହୁ ମନ ଲାଗେ ପ୍ରେମ-ପ୍ରେମ ଛକି
ହାଏ ତୋ ପ୍ରେମରେ ପାଗଳ ହେଲି ରେ
କାଉଁରୀ ହସରେ କିମିଆ କଲୁ ରେ
ହଁ, ହାଏ ତୋ ପ୍ରେମରେ ପାଗଳ ହେଲି ରେ
କାଉଁରୀ ହସର କିମିଆ କଲୁ ରେ
କାହିଁକି? କହ କାହିଁକି
କାହିଁକି ଋତୁ ରଙ୍ଗବତୀ କଲା?
इश्क़ ହେଇଗଲା ମତେ, प्यार ହେଇଗଲା
इश्क़ ହେଇଗଲା ମତେ, प्यार ହେଇଗଲା
इश्क़ ହେଇଗଲା ମତେ, प्यार ହେଇଗଲା
इश्क़ ହେଇଗଲା ମତେ, प्यार ହେଇଗଲା
इश्क़ ହେଇଗଲା ମତେ, प्यार ହେଇଗଲା
इश्क़ ହେଇଗଲା ମତେ, प्यार ହେଇଗଲା





Внимание! Не стесняйтесь оставлять отзывы.
//}