Shaan feat. Tapu Mishra - Its Only Pyar Lyrics

Lyrics Its Only Pyar - Shaan , Tapu Mishra




ଓଠ ତୁନି ରହେ ପ୍ରେମ ଯେବେ ହୁଏ
ଆଖି କଥା କହେ ପ୍ରେମ ଯେବେ ହୁଏ
तेरे इश्क़ में मैं जिऊँ, तेरे इश्क़ में मैं मरूँ
तेरे बिन मैं कुछ भी नहीं
बस तेरा सज़दा करूँ
ମୋ ଦୁନିଆଁ ତୋରି ପାଇଁ
ସାତରଙ୍ଗୀ ଲାଗେ କାଇଁ?
ସବୁଠି ତୋ ଛାଇ
ମୋ ବାଟରେ ଖରା ଛାଇ
ମୋ ସାଥିରେ ଖେଳେ କାଇଁ?
ସବୁ ତୋ ପାଇଁ
ଅଳପ ନିଦରେ ଶୋଉଚି ଚେଉଁଚି
ଖୋଲିଲେ ଆଖି ତୋ ମୁହଁ ନାଚୁଚି
ଶୀତ କି ବସନ୍ତି, ସଞ୍ଜ କି ସକାଳ
ରାତି ହଉକି ଭୋର...
प्यार, it's only प्यार
देखोना हुआ है पहली बार
प्यार, it's only प्यार
देखोना हुआ है पहली बार
प्यार, it's only प्यार
देखोना हुआ है पहली बार
ନିସାପା-ଗାମାଗାପାରେ
ସାରେନିସା-ଗାରେମାଗା
ରେମାରେ-ସାନି
ଲାଲାଲା-ଲାଲା
ଗାମାରେ-ନିସାଧାପା-ମାପାଗାମାରେସାନି
ସାଗାମାଗାନିସାଗାମାପା
ହଜାର ଥର ମୁଁ ପଚାରେ
କହରେ ଜହ୍ନ ତୁ କହରେ
କାହିଁକି ତୋ ମୁହଁ ତା'ପରି ଦିଶେରେ?
ପୁନେଇ ଜୋଛନା ରାତିରେ
ତାରାରେ ତାରାକୁ ଯୋଡ଼େରେ
ଯୋଡ଼ିଲେ କାହିଁକି ତୋ ନାଁ ପଢ଼େରେ?
ଏମିତି ବନ୍ଧନ କିଏ ସେ ବାନ୍ଧିଚି?
ଉଁ, ଏମିତି ପାଖକୁ କିଏ ସେ ଟାଣୁଚି?
ପ୍ରେମର ଫାଶରୁ ମୁକୁଳିବା ପାଇଁ
ନାହିଁ ନିଜ ପାଖେ ଜୋର୍...
प्यार, it's only प्यार
देखोना हुआ है पहली बार
प्यार, it's only प्यार
देखोना हुआ है पहली बार
प्यार, it's only प्यार
देखोना हुआ है पहली बार
ଆଖି କଥା କହେ ପ୍ରେମ ଯେବେ ହୁଏ
तेरे इश्क़ में मैं जिऊँ, तेरे इश्क़ में मैं मरूँ
तेरे बिन मैं कुछ भी नहीं
बस तेरा सज़दा करूँ
ଭିଜେ ମୁଁ ଅତର ମେଘରେ
ପାଗଳ ଭଅଁର ଖୋଜେରେ
କାହିଁକି ଋତୁ ଠୁ ରୂପସୀ ଦିଶେରେ?
ମୋତି ପରି ଝଲସେ କାକର
ମିଠା ଲାଗେ ଆଜି ସାଗର
ଇଏକି ପହିଲି ଲକ୍ଷଣ ପ୍ରେମର?
ଚଗଲା ପବନେ ଘାସ ମୁଁ ବୁଣୁଚି
ଭିଜିବୁ ଆ'ରେ ଶ୍ରାବଣ ଡାକୁଛି
ଛୁଇଁ ପ୍ରଜାପତି କାନପାଖେ ନିତି
କରେ କାଇଁ ଏତେ शोर?
प्यार, it's only प्यार
देखोना हुआ है पहली बार
ରାରାରା, प्यार, it's only प्यार
देखोना हुआ है पहली बार
ये, प्यार, it's only प्यार
देखोना हुआ है पहली बार
प्यार, it's only प्यार
देखोना हुआ है पहली बार
प्यार, it's only प्यार
देखोना हुआ है पहली बार





Attention! Feel free to leave feedback.