Babushan - Dheema Dheema Chatira Spandana текст песни

Текст песни Dheema Dheema Chatira Spandana - Babu Shan



ଲାଲା-ଲାଲା-ଲା-ଲାଲା-ଲା
ଲାଲା-ଲାଲା-ଲା
(I do इश्क़ only तुमसे)
ଲାଲା-ଲାଲା-ଲା-ଲାଲା-ଲା
ଲାଲା-ଲାଲା-ଲା
(I do इश्क़ only तुमसे)
Illah howsi makh milla hi dilla
Rehefat rasmilla hi
Immat rakhmilla aninna
Rehemat dil illa hi
ଧିମା ଧିମା ଛାତିର ସ୍ପନ୍ଦନ
ଜାଳିଦିଏ ମନ
ଧୂଆଁ ଧୂଆଁ ଆଖିର ସପନ
କେମିତିକା ପ୍ରେମ?
#PRE-CHORUS
ମହମ ପରି ସେ ତରଳେ
ଛାତି ତଳେ ନିଆଁ ଜାଳେ
ପାଉଁଶ ତଳର ନିଆଁ ସେ
ଧୀରେ ଧୀରେ କୁହୁଳେ
ଧିମା ଧିମା ଛାତିର ସ୍ପନ୍ଦନ
ଜାଳିଦିଏ ମନ
ଧୂଆଁ ଧୂଆଁ ଆଖିର ସପନ
କେମିତିକା ପ୍ରେମ?
(I do इश्क़ only तुमसे)
ତାତି ବଢୁଚି ଆଜି ମୋ ଦେହରେ
ପ୍ରିୟା ତୋ ଛୁଆଁରେ
ମୁଁ ଭିଜେ ସିନା ଉପରେ
ମୁଁ ଜଳେ ଆଜି ଭିତରେ
ଇଚ୍ଛା ହଉଛି ଚୋରେଇନେବି
ଯେତେ ତୋ ପାଖେ ଅଛି, ମିଠା ମହୁ ଓଠରେ
ତୋ ଲାଜକୁଳି ଦେହରେ
#PRE-CHORUS
ଅବୁଝା ଲାଗୁଚି ବୟସ
ଋତୁ ଆଜି ଚେଇଁ ଶୁଏ
ପ୍ରେମରେ ଅଲଗା ଘଟଣା
ଘଟିବ ମନ କୁହେ
ଧିମା ଧିମା ଛାତିର ସ୍ପନ୍ଦନ
ଜାଳିଦିଏ ମନ
ଧୂଆଁ ଧୂଆଁ ଆଖିର ସପନ
କେମିତିକା ପ୍ରେମ?
(I do इश्क़ only तुमसे)
ପାଗଳ ମୁଁ ଯେ କାହିଁକି ଏତେ? ପ୍ରିୟା ତୋ ପାଇଁ ଆଜି
ଜାଣିଚୁ କି କହ ତୁ
ପାରୁନାହିଁ ବୁଝି ମୁଁ
ଖୋଲା ପଡ଼ିଚି ପଲକ ମୋର
ସ୍ୱପ୍ନ ମୋ ଫେରେ ଆଜି, ନିଦ ଭୁଲି ଆଖିରୁ
ବାଟ ଭୁଲି ରାତିରୁ
#PRE-CHORUS
ଏମିତି ନଥିଲା ଜୀବନ
ଲାଗେ ଆଜି କିଛି ହେଲା
ନିଆଁରେ ପତଙ୍ଗ ତା ଡ଼େଣା
ଜାଣିକି ଜାଳିଦେଲା
ଧିମା ଧିମା ଛାତିର ସ୍ପନ୍ଦନ
ଜାଳିଦିଏ ମନ
ଧୂଆଁ ଧୂଆଁ ଆଖିର ସପନ
କେମିତିକା ପ୍ରେମ?
(I do इश्क़ only तुमसे)



Авторы: Goodly Rath


Babushan - Idiot - I Do Ishq Only Tumse (Original Motion Picture Soundtrack)
Альбом Idiot - I Do Ishq Only Tumse (Original Motion Picture Soundtrack)
дата релиза
12-05-2016



Внимание! Не стесняйтесь оставлять отзывы.